ସମ୍ବଲପୁରରେ ଜିନ୍ସ ପିନ୍ଧି ଭିକ ମାଗୁଛନ୍ତି ଝିଅ

ସମ୍ବପୁରରେ ଅଭାବନୀୟ ଘଟଣା । ସମ୍ବଲପୁରରେ ଗୁଜରାଟୀ ଝିଅମାନେ ଜିନ୍ସ ପିନ୍ଧି ଭିକ ମାଗୁଥିବା ଦେଖିବାକୁ ମିଳିଛି । ସମ୍ବଲପୁର ନସ୍କାପାଲି  ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କଥା ଉଠୁଛି ଗୁଜରଟ ଭଳି ଉନ୍ନତ ରାଜ୍ୟରୁ ଆସି କାହିଁକି ଏମାନେ ଭିକ ମଗୁଛନ୍ତି ।

10ଟଙ୍କା କି 5ଟଙ୍କା ନୁହେଁ ବରଂ 100 ରୁ ଅଧିକ ଟଙ୍କା ଏମାନେ ଭିକ ମାଗୁଛନ୍ତି । ଦେଖିବକୁ ସମ୍ଭ୍ରାନ୍ତ ଶ୍ରେଣୀର ଲାଗୁଥିଲେ ମଧ୍ୟ କାହିଁକି ଏମାନେ ଭିକ ମାଗୁଛନ୍ତି ପ୍ରଶ୍ନ ଉଠୁଛି । ତେବେ ପୁଲିସ ଏମାନଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ପରେ ସେମାନଙ୍କ ତାଗିଦ କରି ସମ୍ବଲପୁର ଛାଡିବାକୁ କହିଥିଲା । 

Spread the love