ଯାଜପୁରରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୨୫/୦୪: ଯାଜପୁର ଜିଲ୍ଲାରେ ଆଉ ୫ କୋରୋନା ପଜିଟିଭ୍‌ ଚିହ୍ନଟ । ୫ ଜଣ ଯାକ ପୁରୁଷ ଆକ୍ରାନ୍ତ ଦଶରଥପୁର ବ୍ଲକ୍‌ର ହୋଇଥିବା ସୂଚନା । ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା । ଯାଜପୁର ଜିଲ୍ଲାରେ କୋରୋନା ପଜିଟିଭ୍‌ ସଂଖ୍ୟା ୧୭କୁ ବୃଦ୍ଧି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୯କୁ ବୃଦ୍ଧି ପାଇଛି।
ଦଶରଥପୁର ବ୍ଲକର କଟିକଟା ପଚାଂୟତ କଟିକଟା ଗାଁର
ଜଣ ପୁରୁୁଷ ହୋଇଥିବାବେଳେ  ମଲ୍ଲିକାପୁର ପଂଚାୟତର ଜଣେ ବୋଲି ଜଣାପଡ଼ିଛି।

Spread the love