ଗ୍ରୀନ ଜୋନରେ ଖୋଲିବ ମଦ ଦୋକାନ

ଗ୍ରୀନ ଜୋନରେ ଖୋଲିବ ମଦ ଦୋକାନ। ଆସନ୍ତା ମେ 4 ତାରିଖରୁ ସବୁ ଗ୍ରୀନ ଜୋନରେ ମଦ ଓ ପାନ ଦୋକାନ ଖୋଲିବ। ଏନେଇ  ସର୍ତ୍ତମୂଳକ ଭାବେ ଅନୁମତି ମିଳିଛି। 6 ଫୁଟ ଦୂରତା ମାନିବାକୁ ବାଧ୍ୟ।

Spread the love