ସୁରତରୁ ଫେରୁଥିବା ବସ ଓଲଟି ପଡିଲା, ୧ ମୃତ

ସୁରତରୁ ଫେରୁଥିଲା ବସ ଓଲଟି ପଡିଲା। ପ୍ରବାସୀ ଓଡିଆଙ୍କୁ ନେଇ ଗଞ୍ଜାମ ଫେରୁଥିଲା  ବସ। କନ୍ଧମାଳ- ଗଂଜାମ ସୀମାରେ ଥିବା କଳିଙ୍ଗ। ଘଟିରେ ବସ ଓଲଟି ପଡିଛି।  ଏନେଇ ସୂଚନା ଦେଇଛନ୍ତି ଜି ଉଦୟଗିରି ଏସଡିପିଓ । ଏଥିରେ 40 ଜଣ ପ୍ରବାସୀ ଓଡ଼ିଆ ଥିବା ଜଣାପଡିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Spread the love