ଅଭିନୟରେ ଭିଲିଆନ, କାମରେ ହିରୋ

ବଲିଉଡ ହେଉ କିମ୍ବା ସାଉଥ ସିନେମା, ସବୁଥିରେ ଖଳନାୟକ ଭାବେ ସେ ପରିଚିତ। ହେଲେ ବାସ୍ତବରେ ସେ ଜଣେ ହିରୋ ଭଳି କାମ କରିଛନ୍ତି। ଆଜି ପ୍ରସିଦ୍ଧ ଅଭିନେତା ସୋନୁ ଶୋଦ ୩୫୦ ପ୍ରବାସୀ ଙ୍କୁ ମହାରାଷ୍ଟ୍ର ରୁ କର୍ଣ୍ଣାଟକ ନିଜ ଖର୍ଚରେ ବସ ରେ ପଠାଇଛନ୍ତି। ଏଥିପାଇଁ ତାଙ୍କୁ ପ୍ରଶଂସା ର ସୁଅ ଛୁଟୁଛି।  ସେଥିପାଇଁ ଲୋକେ କହୁଛନ୍ତି ବାସ୍ତବରେ ସୋନୁ ଶୋଦ ଜଣେ ହିରୋ।

Spread the love