ଚୀନର ଭୟଙ୍କର ଷଡଯନ୍ତ୍ର, ଚମକିଲେ ଭାରତ ଓ ଆମେରିକା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ନିଜକୁ ଶ୍ରେଷ୍ଠ ଭାବରେ ପରିଚିତ କରିବାକୁ ଚୀନ୍ ସବୁବେଳେ ପ୍ରୟାସ ଜାରି ରଖିଛି।ଆଜି ମଧ୍ୟ ଚୀନ୍ ସବୁବେଳେ ନିଜ ଦେଶର ଗାରିମା କୁ ବଜାୟ ରଖିବା ପାଇଁ କିଛି ଏମିତି କାର୍ଯ୍ୟ କରୁଛି ଯାହା ସାଧାରଣରେ ସମସ୍ତଙ୍କୁ ଜଣା ନଥାଏ।ତେବେ ଏହିପରି ଜଣେ ଶାସକ ଯିଏ କି ଚୀନ୍ ରାଷ୍ଟ୍ରକୁ ଏକ ନୂତନ ଦିଶା ଦେଖାଇବାରେ ସଫଳ ହେଉଛି ସେ ସବୁବେଳେ ଅନ୍ୟ ରାଷ୍ଟ୍ର ମାନଙ୍କର ଭଲ ଓ ମଙ୍ଗଳ କାମନା କରି ନୁହେଁ ବରଂ ଏକ ନିର୍ଦ୍ଦିଷ୍ଟ ଭାବରେ ନିଜ ରାଷ୍ଟ୍ର ର ସମୂହ ସ୍ବାର୍ଥ କୁ ଆଗ୍ରାଧିକର ଦେଇ। କାରଣ ନିଜକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଚୀନ୍ ର ଭୂମିକା ଅଧିକ ଗୁରୁତ୍ବ ରହିଛି।

ସମସ୍ତ ପ୍ରକାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଚିନ ବହୁତ୍ ସୁଦୃଢ ଓ ସମୃଦ୍ଧ। ନୂତନ ଉଦ୍ଭାବନ ସହ ଆକର୍ଷଣୀୟ ଭାବରେ ବିଜ୍ଞାନର ଉପଯୋଗୀତା କୁ ଚୀନ୍ ଭଲ ଭାବରେ କାର୍ଯ୍ୟକ୍ଷମ କରି ପାରି ଥାଏ। ତେବେ ଏହି ସମୟରେ ନିଜକୁ ଆହୁରି ବିଶ୍ଵସ୍ତରରେ ସମୃଦ୍ଧ କରିବା ପାଇଁ ଚୀନ୍ ସବୁବେଳେ ଚେଷ୍ଟିତ। ତେବେ ଚିନ ର ଅନେକ କଳା କାରନାମା ମଧ୍ୟ ରହିଛି। ସେ ନିଜକୁ ଦୃଢ଼ କରିବା ପାଇଁ ଅନ୍ୟକୁ ବଳି ମଧ୍ୟ ଦେଇ ପାରେ।ଏବେ ଚୀନ୍ ର ଆଉ ଏକ ଷଡ଼ଯନ୍ତ୍ର ସାମ୍ନା କୁ ଆସିଛି। କାରଣ ଚୀନ୍ ଏମିତି ଏକ ଯନ୍ତ୍ର ତିଆରି କରିଛି ଯାହା ସମୁଦ୍ର ଭିତରେ ମାଟି ତାଡି ପାରୁଛି। ଏବଂ ଅଧିକ ମାତ୍ରାରେ କାର୍ଯ୍ୟକ୍ଷମ ମଧ୍ୟ ହୋଇ ପାରୁଛି।

ଚୀନ୍ ତିଆରି କରିଥିବା ଏହି ଯନ୍ତ୍ର ର ନାମ ହେଉଛି ୱାନ କୁନ୍ ହାଉନ୍। ଏହା ସମୁଦ୍ର ଭିତରେ ୬୦୦୦ କ୍ୟୁବିକ୍ ମିଟର ପର୍ଯ୍ୟନ୍ତ ମାଟି କାଢି ପାରେ ଓ ୧୫୦୦୦ କ୍ୟୁବିକ ମିଟର ପର୍ଯ୍ୟନ୍ତ ମାଟି ଧୋଇପାରେ। ଚାଇନା ସମୁଦ୍ରରେ ଏହା କାର୍ଯ୍ୟକ୍ଷମ ହେଉଥିବାର ଦେଖିବାକୁ ମିଳିଥିଲା। ଏହାକୁ ନେଇ ପୂର୍ବରୁ ପଡୋଶୀ ରାଷ୍ଟ୍ର ମାନେ ଏତେ ଚିନ୍ତା କରୁନଥିଲେ କିନ୍ତୁ ଏବେ ବହୁତ୍ ପ୍ରଶ୍ନ ଉଥିବାରେ ଲାଗିଚି। ଫିଲିଫାଇନ୍, ମାଲେସିଆ ଆମେରିକା, ଭିଏତନାମ, ତାଇୱାନ, ଭାରତ ଓ ଆମେରିକା ମଧ୍ୟ ଏବେ ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କେଉଁ ଉଦ୍ଦେଶ୍ୟ ରେ ଚୀନ୍ ଏମିତି କରୁଛି ତାକୁ ଜାଣିବା ପାଇଁ ସମସ୍ତେ ଆଗଭର ହୋଇ ଉଠିଛନ୍ତି।୭ ଟି ଦ୍ଵୀପ କୁ ଚୀନ୍ ପ୍ରସ୍ତୁତ କରି ସାରିବା ସହିତ ଫେରିକ୍ରୋସ୍ ତାହାର ଏକ ବଡ଼ ଦ୍ଵୀପ ଅଟେ। ଏଥିରେ ଦିଫେନ୍ସ ସିଷ୍ଟମ୍, ରାଦାର୍ ସିଷ୍ଟମ୍, ଉଚ୍ଚ ପ୍ରଯୁକ୍ତି ବିଦ୍ୟା, ଜ୍ଞାନ କୌଶଲ ସହିତ ଉନ୍ନତ ମାନର ଯନ୍ତ୍ର ମଧ୍ୟ ରହିଛି।ଏହା ଛଡ଼ା ଚୀନ୍ କ୍ୱାରତିରନ୍, ସୁବି, ମିଶ୍ଚିପ୍, ଜଂସନ୍, ହ୍ୟୁଗସ୍, ଗ୍ୟୁଏନ୍ ଆଦି ଦ୍ଵୀପ ମଧ୍ୟ ପ୍ରସ୍ତୁତ କରି ସାରିଛି। ତେବେ ଏହାକୁ ନେଇ ଏବେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି।

Spread the love