ରାଜଧାନୀରେ ଯୁବକଙ୍କ ଆତଙ୍କ, କଟୁରି ଦେଖାଇ ଭୟଭୀତ କଲା

ଭୁବନେଶ୍ୱର, ୧୬/୧୦: ଭୁବନେଶ୍ୱର ଶାସ୍ତ୍ରୀନଗର ଅଂଚଳରେ ଯୁବକଙ୍କ ଆତଙ୍କ ରାଜ।  ସକାଳୁ ସକାଳୁ କଟୁରି ଧରି  ସ୍ଥାନୀୟ ଲୋକଙ୍କୁ ଗାଲି ଗୁଳଜ କରିବା ସହ ଧମକ ବି ଦେଉଥିବା ଅଭିଯୋଗ ହୋଇଛି। ଲୋକେ ଆତଙ୍କିତ ଥିବାବେଳେ ଖାରବେଳ ନଗର ଥାନାରେ ଏନେଇ ଅଭିଯୋଗ ହୋଇଛି । ସିସିଟିଭି ଜବତ କରି ତଦନ୍ତ କରୁଛି ଖାରବେଳ ନଗର ଥାନା ପୋଲିସ । ତେବେ ଯୁବକ ଜଣଙ୍କ କେଉଁ କାରଣରୁ କଟୁରୀ ଧରି ଲୋକଙ୍କୁ ଡରାଉଥିଲେ ତାହା ଜଣାପଡ଼ିନାହିଁ ।

Spread the love