ପୁଣି ଗିରଫ ହେଲେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ

ଭୁବନେଶ୍ୱର, ୧୭/୧୦: ଦାଦା ବଟି ଆଦାୟ ଅଭିଯୋଗ ରେ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ ହୋଇଛି। କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ରାଜାକୁ ଉଠାଇ ନେଇଛିି। ଗିରଫ ପରେ ରାଜାଙ୍କୁ କ୍ୟାପିଟାଲ ଥାନାରେ ଜେରା କରାଯାଇଛି। ସରକାରୀ ଜମିରେ ଘର ତିଆରି ପାଇଁ ରାଜା ପ୍ରତି ମାସ ୨୦ ହଜାର ଟଙ୍କା ଦାଦାବଟି ନେଉଥିଲା।

Spread the love