୨୦ରୁ ଆରମ୍ଭ ହେବ ଶୀତ ଅଧିବେସନ

ବିଧାନସଭାର ଶୀତ ଅଧିବେସନ ନଭେମ୍ବର ୨୦ରୁ ଆରମ୍ଭ ହେବ। ନଭେମ୍ବର ୨୦ରୁ ଆରମ୍ଭ ହେଉଥିବା ଅଧିବେସନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୨୦ରେ ଅତିରିକ୍ତ ବଜେଟ ଆଗତ ହେବ। ନଭେମ୍ବର ୨୬, ୨୭, ୨୮ରେ ଅତିରିକ୍ତ ବଜେଟ ଖର୍ଚ୍ଚଦାବି ସମ୍ପର୍କରେ ଆଲୋଚନା ହେବ। ନଭେମ୍ବର ୨୯ରେ ଅତିରିକ୍ତ ବଜେଟ ବ୍ୟୟ ମଞ୍ଜୁରୀ ବିଲ୍ ଆସିବ ବୋଲି ଜଣାପଡ଼ିଛି।

Spread the love