ତିନି ଷେଣ୍ଢ ଉପରେ ଚଢି ଗଲା ଟ୍ରକ

ସୋର, (ରଞ୍ଜିତ ମହାକୁଡ଼) ୨୨/୧୧: ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମହୁମୂହାଣ ପଂଚାୟତ ଅଧିନ ଆଗୁଳା ଛକ ନିକଟରେ ତିନି ଷେଣ୍ଢ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକମାନଙ୍କ ଦ୍ବାରା ଏହାକୁ ପ୍ରତିବାଦ କରି ସହ ମାଲ ଗାଡିକୁ ଅଟକ ରଖିଥିବା ସୂଚନା ମିଳୁଛି। ସୂଚନାଯୋଗ୍ୟ, ଆଜି ସକାଳେ ଷଣ୍ଢ ତିନୋଟି ରାସ୍ତା କଡରେ ଛିଡ଼ା ହୋଇଥିବା ବେଳେ ଟ୍ରକ ଟି ସେମାନଙ୍କ ଉପରେ ଚଢି ଯାଇଥିଲା। ଫଳରେ  ଘଟଣା  ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।

Spread the love