ଅଲ୍ଲିପୁରରୁ ବାଘ ଭଳି ଦେଖାଯାଉଥିବା ଦୁଇ ଜନ୍ତୁ ଉଦ୍ଧାର

ବାଲେଶ୍ବର ଜିଲ୍ଲା ସୋର ବ୍ଲକ ତଳନଗର ପଞ୍ଚାୟତ ଅଲିପୁର ଗ୍ରାମରୁ ବାଘ ଭଳି ଦେଖାଯାଇଥିବା ଦୁଇଟି ଜନ୍ତୁ ଶାବକ କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ। ଏ ବାବଦରେ ଗ୍ରାମବାସୀ ମାନେ ବନ ବିଭାଗ ଅଧିକାରୀଙ୍କୁ ଜଣାଇଵା ପରେ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଁଚି ବାଘ ଭଳି ଦେଖାଯାଉଥିବା ଛୁଆ ଦୁଇଟି ଙ୍କୁ ଉଦ୍ଧାର କରିଛି। ଏହାକୁ ନେଇ ଗ୍ରାମବାସୀ ଭୟଭିତ ଅବସ୍ଥାରେ ଥିବା ଜଣା ପଡିଛି.

Spread the love