ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ଭାରତ ପାଇଁ ସତର୍କ ଘଣ୍ଟି’

ବିଶ୍ୱକପ୍ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ପରାଜୟ ଟିମ୍ ଇଣ୍ଡିଆ ପାଇଁ ସର୍ତକର ଘଣ୍ଟି ବୋଲି କହିଛନ୍ତି ଭାରତର ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍। ବିଶ୍ୱକପ୍ ପାଇଁ ପ୍ରବଳ ଦାବିବାର କୁହାଯାଉଥିବା ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ଥିଲା, କିନ୍ତୁ ଅନ୍ତିମ ତିନୋଟି ମ୍ୟାଚରେ ଘରୋଇ ଟିମ୍ ଡିଫେଣ୍ଡିଂ ଚାମ୍ପିଅନ୍ ଟିମ ନିକଟରୁ ହାରି ସିରିଜ୍ ହାତଛଡ଼ା କରିଥିଲା।

Spread the love