ମହିଳା କମିସନରେ ଅନୁଭବ-ବର୍ଷା, ଉଭୟଙ୍କ ସହ ଆଲୋଚନା ଜାରି

ସୂଚନାଯୋଗ୍ୟ, ଘରୋଇ ହିଂସାକୁ ନେଇ ପୂର୍ବରୁ ବର୍ଷା ପ୍ରିୟଦର୍ଶିନୀ ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗକୁ ଭିତ୍ତି କରି ମହିଳା କମିସନ ଅନୁଭବ ମହାନ୍ତି, ତାଙ୍କ ବାପା ଓ ମା’ଙ୍କୁ ଡିସେମ୍ବର୨୯ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

Spread the love