ଆଜି ରାଜ୍ୟରୁ ୨୪୪ଜଣ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଆଜି ରାଜ୍ୟରୁ ୨୪୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ୩୨୬୨୦୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ସୁନ୍ଦରଗଡ଼ରୁ ୩୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଧାରୁ ୩୩ଜଣ, ଅନୁଗୁଳରୁ ୨୧ଜଣ, କଟକରୁ ୨୧ଜଣ, ସମ୍ବଲପୁରରୁ୧୯ଜଣ, ବରଗଡ଼ରୁ ୧୮ଜଣ, ବଲାଙ୍ଗୀରରୁ ୧୬ଜଣ, ମୟୁରଭଞ୍ଜରୁ୧୬ଜଣ, ଯାଜପୁରରୁ ୧୧ଜଣ, ବାଲେଶ୍ବରରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୧୦ଜଣ, ନୂଆପଡ଼ାରୁ ୯ଜଣ, ଝାରସୁଗୁଡ଼ାରୁ ୩ଜଣ, କଳାହାଣ୍ଡିରୁ ୩ଜଣ, ଭଦ୍ରକରୁ ୨ଜଣ, ଜଗତସିଂହପୁରରୁ ୨ଜଣ, ନବରଙ୍ଗପୁରରୁ ୨ଜଣ, କେନ୍ଦୁଝରରୁ ଜଣେ, ନୟାଗଡ଼ରୁ ଜଣେ, ପୁରୀରୁ ଜଣେ ଓ ଷ୍ଟେଟପୁଲରୁ ୯ଜଣ ଲେଖା‌ଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Spread the love