ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାକି ଥିବା ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ନବୀନ ।

ବ୍ରଜରାଜନଗର: କିଶୋର ମହାନ୍ତି
ବଲାଙ୍ଗୀର: ଅର୍କେଶ କେଶରୀ ସିଂହଦେଓ
ଲୋଇସିହା: ପ୍ରଦୀପ ବେହେରା
ସମ୍ବଲପୁର: ରାସେଶ୍ୱରୀ ପାଣିଗ୍ରାହୀ
ରେଢ଼ାଖୋଲ: ରୋହିତ ପୂଜାରୀ
ଲାଞ୍ଜିଗଡ଼: ପ୍ରଦୀପ କୁମାର ଦିସାରି
ପଟାଙ୍ଗୀ: ପ୍ରୀତମ ପାଢ଼ୀ
ଝରିଗାଁ: ପ୍ରକାଶ ଚନ୍ଦ୍ର ମାଝୀ
ମାଲକାନଗିରି: ମୁକୁନ୍ଦ ସୋଡି

Spread the love