ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶା ପହଞ୍ଚିଲା ୩ଲକ୍ଷ ୩୪ ହଜାର ୫୦୦ ଡୋଜ୍ ଟିକା

ଭୁବନେଶ୍ବର,ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଲାଗି ଓଡ଼ିଶାରେ ପହଞ୍ଚିଲା ୩ଲକ୍ଷ ୩୪ ହଜାର ୫୦୦ ଡୋଜ୍ ଟିକା। ପୁନେ-ଭୁବନେଶ୍ୱର ସ୍ପାଇସଜେଟ୍ ବିମାନ ଯୋଗେ ଟିକା ଆସି ଓଡ଼ିଶାରେ ପହଞ୍ଚିଛି। ଏୟାରପୋର୍ଟରୁ ରାଜ୍ୟ ଭ୍ୟାକ୍ସିନ ସେଣ୍ଟରକୁ ଟିକା ସ୍ଥାନାନ୍ତର କରାଯାଇଛି। ଏଥିସହିତ ଆଗାମୀ ୩ ଦିନ ଭିତରେ ପ୍ରତି ଜିଲ୍ଲାକୁ ଏହି ଟିକା ପଠାଯିବ ବୋଲି ଜଣାପଡ଼ିଛି।

Spread the love