୫ବର୍ଷ ନାବାଳିକାର ଗଳା କାଟିଲା ଦୁର୍ବୃତ୍ତ

ଗଞ୍ଜାମ ଜିଲ୍ଲା ସୋରଳ ଗାଁରେ ୫ବର୍ଷ ନାବାଳିକା ଶିଶୁର ଗଳା କାଟିଦେଇଛି ଦୁର୍ବୃତ୍ତ । ନାବାଳିକାର ଗଳା କାଟୁଥିବାର ଦେଖି ଗାଁଲୋକ ଦୌଡି ଆସି ଦୁର୍ବୃତ୍ତକୁ କାବୁ କରିଥିଲେ । ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲର ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି ।

Spread the love