ମୋବାଇଲରେ ଗପୁଥିଲେ, ଚଢ଼ିଗଲା ଟ୍ରେନ୍

ଲେବଲ କ୍ରସିଂ ପାର ହେବାବେଳେ ମୋବାଇଲରେ ଗପିବା ହେଲା କାଳ। ଟିକେ ଅସାବଧାନତା ଯୋଗୁଁ ଚାଲିଗଲା ଯୁବକଙ୍କ ଜୀବନ । ଏପରି ଏକ ଅଭାନୀୟ ଘଟଣା ଦେଖିବାକୁ ମିଳିଛି କଟକ ଶିଖରଚଣ୍ଡୀ ଲେବଲ କ୍ରସିଂ ନିକଟରେ। ଲେବକ କ୍ରସିଂ ପାର ହେବାବେଳେ ଯୁବକ ଜଣକ କାନରେ ଇଅର ଫୋନ ଲଗାଇ କଥା ହେଉଥିବାରୁ ଟ୍ରେନ୍ ଆସୁଥିବା ସେ ଜାଣି ପାରିନଥିଲେ। ଏହି ସମୟରେ ଟ୍ରେନ ତାଙ୍କୁ ଧକ୍କାଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

Spread the love