ବିଶ୍ବାସ ଗୋଟେ ଛୋଟ ଶବ୍ଦ,ପଢିଲେ ଗୋଟେ Second ଲାଗେ, କିନ୍ତୁ…

ସମୟ କାହାକୁ ଅପେକ୍ଷା କରେ ନାହିଁ, ସମୟ ସହ ତାଳ ଦେଇ ବଞ୍ଚିବାକୁ ପଡିଥାଏ ।
ମାଆ ଭଳି ଭଲ ପାଉଥିବା, ବୁଝି ପାରୁଥିବା ଆଉ ବୁଝାଇ ପାରୁଥିବା ସାଥିଟିଏ ମିଳିବା ବହୁତ କଷ୍ଟ ।

କର୍ମ ଫଳ ନିଶ୍ଚିତ ମିଳେ ।ହୁଏତ ସଙ୍ଗେ ସଙ୍ଗେ ନ ମିଳିପାରେ କିନ୍ତୁ ଦିନେ ନା ଦିନେ ମିଳେ ।ତେଣୁ କର୍ମ କରିବା ପୂର୍ବରୁ ଭୁଲ୍ କି ଠିକ୍ ବିଚାର କରିନେବା ଉଚିତ୍ ।

ପୂରଣ ହେଉ କିମ୍ବା ନ ହେଉ ସମସ୍ତଙ୍କର କିଛି ନା କିଛି ନିଜସ୍ଵ ସ୍ବପ୍ନ ରହିଥାଏ ।

ମାନବିକତା ଠାରୁ ଆଉ କୌଣସି ବଡ ଧର୍ମ ନାହିଁ । ସବୁବେଳେ ସମସ୍ତଙ୍କ ପାଇଁ ଭଲ ଚିନ୍ତା କରିବା ଉଚିତ୍ ।

ବିଶ୍ବାସ-
ବିଶ୍ବାସ ଗୋଟେ ଛୋଟ ଶବ୍ଦ,ପଢିଲେ ଗୋଟେ Second ଲାଗେ, ଭାବିଲେ ଗୋଟେ Minute ଲାଗେ, ବୁଝିଲେ ଗୋଟେ ଦିନ ଲାଗେ , କିନ୍ତୁ ପ୍ରମାଣ କରିବାକୁ ପୁରା Life ସରିଯାଏ ।

Spread the love