ଜାଲିଆତି ଲୋନ କରାଇ ବରିଷ୍ଠ ନାଗରିକଙ୍କୁ ଠକିଲେ

ଭୁବନେଶ୍ୱର: ‘ମୁଁ ଗୋପବନ୍ଧୁ ମିଶ୍ର ବୟସ 72 ବର୍ଷ। ମୋର ଗୋଟେ 4 ଚକିଆ ଗାଡି Xstrillo LXI ଏହାକୁ ବଦଳରେ ଗୋଟେ ଗାଡି ନେବାକୁ ମନେ କରିଥିଲି। ଜ୍ୟୋତି ମୋଟର କର୍ମଚାରୀ ଚିତ୍ତ ରଞ୍ଜନ ପରିଡା ଫୋନ- (7381028501) ସହିତ କଥା ହୋଇଥିଲି। ସବୁ ଠିକି ଥିଲା କିନ୍ତୁ ପ୍ରତେକ ଦିନ ଗୋଟେ ଗୋଟେ ଅଫର ମିଳିବ ବୋଲି କହି ମୋର ଗାଡି ଅତିରିକ୍ତ ବଦଳ ମୂଲ୍ୟ କରିଥିଲେ ଆଉ ନୂଆ ଗାଡିର ଅବଷ୍ଟିତ ଟଙ୍କାକୁ ICICI ଫାଇନାସ କରିଦେବେ ବୋଲି କହିଥିଲେ। ପ୍ରଥମେ କହିଲେ କି ଆପଣଙ୍କ ଲୋନ ହୋଇପାରିବ ନାହିଁ।ଯେହେତୁ ଆପଣ ଅବସର ସରକାରୀ ବରିଷ୍ଠ ନାଗରିକ  ବୋଲି ଜ୍ୟୋତି ମୋଟର କର୍ମଚାରୀ ଚିତ୍ତ ରଞ୍ଜନ ପରିଡା ସହିତ କଥା ହୋଇଥିଲି। କିନ୍ତୁ କିଛି ଦିନ ପରେ ଜ୍ୟୋତି ମୋଟର କର୍ମଚାରୀ ଚିତ୍ତ ରଞ୍ଜନ ପରିଡା ସହିତ ICICI ଫାଇନାସ ଜିତେନ୍ଦ୍ର କୁମାର ବାରିକ ସହିତ ଆସି ମୋର କାଗଜ ପତ୍ର ଏବଂ (ଚେକ -304104)-23-12-2020 ICICI ) ଏବଂ (ଚେକ -304105 – 23-12-2020- ଜ୍ୟୋତି ମୋଟର) ନେଇ ଯାଇଥିଲେ। କିଛି ଦିନ ପରେ ମୋତେ କହିଥିଲେ କି ମୋର ଲୋନ ହେବ ନାହିଁ ।  କିନ୍ତୁ ICICI ଫାଇନାସ କିପରି ଲୋନ ହୋଇଯିବ ବୋଲି ପଚାରିଲି ସେ ଦୁଇ ଜଣ କହିଲେ କି ଆପଣ ନୂଆ ଗାଡି ଚଳାଇଲେ ଗଲା ଏବଂ ଏକ ପେପରରେ କଣ ହେବ କେତେ ଟଙ୍କା ଆସିବ ମୋର ବ୍ୟାଙ୍କକୁ ଆଉ କେତେ ଟଙ୍କା EMI କଟାଯିବ ଏବଂ କେତେ ବର୍ଷ ପାଇଁ ହୋଇଛି ବୋଲି ନିଜର ହାତରେ ଲେଖି ଯାଇଥିଲେ,  ପରେ  ଆଉ କୌଣସି କଥା ହୋଇନାହିଁ। କିଛି ଦିନ ପରେ ମୋତେ  କିଛି ସନ୍ଦେହ ହୋଇଥିଲା। ମୁଁ ICICI ଫାଇନାସ ଜିତେନ୍ଦ୍ର କୁମାର ବାରିକ କର୍ମଚାରୀଙ୍କୁ ଫୋନ କରିଥିଲି।  ସେ କହିଲେ କି ଆମେ ଚେଷ୍ଟା କରୁଛୁ ଆପଣଙ୍କ ଗାଡି ଲୋନ ହୋଇଯିବ। କିନ୍ତୁ ଆଉ କିଛି  ଆସିଲାନି। ତେଣୁ ମୁଁ ଫୋନ-(9778447473) ଦ୍ଵାରା ICICI ଫାଇନାସ କର୍ମଚାରୀ ଜିତେନ୍ଦ୍ର କୁମାର ବାରିକଙ୍କୁ କହିଲି କି ମୁଁ ଆଉ ନୂଆ ଗାଡି ନେବି ନାହିଁ,  ଆପଣ ଆଉ ଲୋନ ଚେଷ୍ଟା କରନ୍ତୁ ନାହିଁ।  ମୋ ଭାଗ୍ୟରେ ନାହିଁ । ଏହାପରେ କିନ୍ତୁ କିଛି ଦୁଇ ଜଣ ଠାରୁ ଠିକି ଉତ୍ତର ପାଇଲି ନାହିଁ। ମୁଁ ମୋର ପୁଅ ଦ୍ଵାରା ମେସେଜ କରାଇଥିଲି ମୁଁ କହିଥିଲି କି ଯଦିଓ ଲୋନ ହୋଇଛି ତେବେ ICICI ଫାଇନାସ ପ୍ରକ୍ଷରୁ ଲିଖିତ କାଗଜପତ୍ର ପାଇଲି ନାହିଁ। କିଛି ଦିନ ପରେ ନୂଆ ଗାଡି ବ୍ୟାଙ୍କ ଲୋନର EMI ନ ଦେବାରୁ  ଚେକ ବାଉଂଶ ହୋଇ ଟଙ୍କା ମୋର SBI A/C – 10913156877 — IFSC NO- SBIN0000158 ବ୍ୟାଙ୍କରୁ କଟିଯାଇଛି। କେବଳ ମୋର ଫୋନକୁ ICICI ବ୍ୟାଙ୍କ SMS ଆସିଥିଲା କିନ୍ତୁ କୌଣସି ବ୍ୟାଙ୍କ କିମ୍ବା ଜ୍ୟୋତି ମୋଟର ଠାରୁ ଫୋନ Call କିମ୍ବା ଲିଖିତ ମିଳିଲା ନାହିଁ। ମୁଁ ବୁଝିପାରୁନି କିପରି ହେଲା ଏବଂ ମନ ଇଛା କାଯ୍ୟ କରିଚାଲିଛନ୍ତି। ମୋ ପରି କେତେ ବରିଷ୍ଠ ନାଗରିକ ବ୍ୟକ୍ତି ନାମ ଗାଡି ମାଲିକ ହୋଇଛନ୍ତି। ମୁଁ ଜଣେ ଅବସର ସରକାରୀ ବରିଷ୍ଠ ନାଗରିକ, ମୁଁ କାହା ପାଖକୁ ଯିବି।  ବ୍ୟାଙ୍କକୁ ICICI ଫାଇନାସ ଲୋନ ଟଙ୍କା ମୋର SBI ବ୍ୟାଙ୍କ ଆସିଛି ନା ମୁଁ ମୋର ପୁରୁଣା ଗାଡି ଜ୍ୟୋତି ମୋଟର ଦେଇଛି କିନ୍ତୁ ପ୍ରଥମ ICICI ଫାଇନାସ ପ୍ରକ୍ଷରୁ EMI ଦେଇନ ବୋଲି ଚେକ ବାଉଂଶ ଟଙ୍କା କାଟି ନେଇଛନ୍ତି। ଏହାକଣ ଠିକି କଥା କି ମୋର ଆଜି କୌଣସି ଚେକ ବାଉଂଶ ଟଙ୍କା ଦେଇନାହିଁ ମୋର ବ୍ୟାଙ୍କର ପୁରୁଣା ରେକର୍ଡ ଦେଖିପାରନ୍ତି। ଯଦିଓ ଏହାର କିଛି ସମାଧାନ ବାଟ ନ କରନ୍ତି ମୁଁ Consumer କୋଟର ଦ୍ଵରାସ୍ତ ହେବି। କିପରି ବରିଷ୍ଠ ନାଗରିକ ମାନଙ୍କୁ  ICICI ବ୍ୟାଙ୍କ ଫାଇନାସ କମ୍ପାନୀମାନେ ହଇର।ଣ କରୁଛନ୍ତି।

Spread the love