ସରସ୍ୱତୀ ପୂଜା ଦିନ ଏପରି କରନ୍ତୁ ସବୁ ଇଛ୍ଛା ପୂରଣ ହେବ

 ଆସନ୍ତା ୧୬ ଫେବୃଆରୀ ମଙ୍ଗଳବାର ଦିନ ଶ୍ରୀ ମନ୍ଦିର ରେ ବସନ୍ତ ପଞ୍ଚମୀ , ଶ୍ରୀ ପଞ୍ଚମୀ , ଭଞ ଜୟନ୍ତୀ , ଏବଂ ଶ୍ରୀ ଜିୟୁ ଙ୍କର ରଥ କାଠ ଅନୁକୂଳ ହେବା ସହିତ ଏହି ଦିନ ରେ ମାତା ସରସ୍ୱତୀ ଙ୍କର ପୂଜା ହେବ ।ମାତା ସରସ୍ୱତୀ ହେଉଛନ୍ତି ବିଦ୍ୟା ଜ୍ଞ୍ୟାନ ବାଣୀ ତଥା କଳା ଜଗତର ଆରାଧ୍ୟ ଦେବୀ ଏଣୁ ସମସ୍ତ ବିଦ୍ୟାର୍ଥି ଙ୍କ ସମେତ ସମସ୍ତ ନାରୀ ଏବଂ ପୁରୁଷ ମାନେ ଏହି ଦିନରେ ମାତା ଶରସ୍ୱତୀ ଙ୍କ ପୂଜା କରିବେ , ତେବେ ଏହି ଦିନ ରେ ଆପଣ ମାନେ କେମିତି ପୂଜା କରି ମାତା ସରସ୍ୱତୀ ଙ୍କ ପ୍ରଶନ୍ନ କରି ପାରିବେ ସେହି ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ଜଣେଇ ଦେବୁ ବାସ୍ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଏହି ଦିନରେ ବିଦ୍ୟାର୍ଥି ଙ୍କ ସମେତ ସମସ୍ତ ମନୁଷ୍ୟ ଏହି ଦିନରେ ପୂଜା କରିବା ସମୟରେ କିଛି ଖାସ୍ କଥା ଆମ ମାନକୁ ଧ୍ୟନରେ ରଖିବା ଜରୁରୀ ଅଟେ ,ତେବେ ବନ୍ଧୁଗଣ ଏହି ଦିନ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିବା ଉଚିତ୍ ଅଟେ ।ଏଣୁ ପ୍ରାପ୍ତ କାଳରେ ଉଠୁ ସ୍ନାନ ଶୈଚ ଆଦି କରି ନେବା ଉଚିତ ଅଟେ ଏବଂ ଏହି ଦିନରେ ଭୁଲ ରେ ବି କଳା ବସ୍ତ୍ର ପିନ୍ଧିବା କଥା ନୁହେଁ ଏବଂ ଏହି ଦିନରେ ସମସ୍ତେ ମଦ ମାସଂ ଏବଂ ଆମିଷ ଠାରୁ ଦୂରେଇ ରହିବା ଉଚିତ୍ ଏବଂ ଏହି ଦିନରେ ସାତ୍ୱୀକ ଆହାର ଗ୍ରହଣ କରିବା ଉଚିତ୍ ।

ସେହି ପରି ବେଳେ ଏହି ଦିନରେ ମାତା ସରସ୍ୱତୀ ଙ୍କୁ ଧଳା ଫୁଲ ଏବଂ ହଳଦିଆ ଫଳ ପ୍ରଦାନ କରିବା ଉଚିତ୍ ନିଜେ ସେହି ଦିନରେ ଧଳା କିମ୍ବା ହଳଳଦିଆ ରଙ୍ଗ ର ସାତ୍ୱୀକ ଆହାର ସେବନ କରିବା ଉଚିତ୍ ଅଟେ , ଏହା କରିବା ଦ୍ୱାରା ବୀଦ୍ୟାର୍ଥି ଙ୍କ ସହିତ ସମସ୍ତ ମଣିଷ କୁ ସାକାରାତ୍ମକତା ପ୍ରାପ୍ତି ହୋଇ ଥାଏ ଏବଂ ମାତା ସରସ୍ୱତୀ ଙ୍କ କୃପା ବି ପ୍ରାପ୍ତି ହୋଇ ଥାଏ।

Spread the love