ସ୍ୱାସ୍ଥ୍ୟକର ସୋୟାବିନ ବି ହୋଇପାରେ ହାନିକାରକ: ଏହି ରୋଗୀଙ୍କ ପାଇଁ ବିଷ, ଭୁଲରେ ବି କରନ୍ତୁନି ସେବନ

ସୋୟାବିନ ବହୁତ ଲୋକଙ୍କ ପସନ୍ଦ । ସୋୟାବିନରେ ଭରପୁର ମାତ୍ରାରେ ସୋୟାବିନ ରହିଛି । ସୋୟାବିନରେ ଲୋକେ ଅନେକ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି। ସୋୟାବିନ ପ୍ରୋଟିନର ଏକ ଭଲ ଉତ୍ସ ହୋଇଥିଲେ ମଧ୍ୟ ଏହାଦ୍ୱାରା କିଛି ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ହୋଇଥାଏ । ସୋୟାବିନ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବାବେଳେ ଅପରପକ୍ଷରେ ଅତ୍ୟଧିକ ମାତ୍ରାରେ ସୋୟାବିନ ସେବନ ହାନିକାରକ ପ୍ରମାଣିତ ହୋଇଥାଏ।

ସୋୟାବିନ ଦ୍ୱାରା ଏଲର୍ଜୀ ସମସ୍ୟା ହୋଇଥାଏ…

ସୋୟାବିନ ଯୋଗୁଁ ମହିଳାଙ୍କୁ ହର୍ମୋନ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ, ସୋୟାବିନରେ ଥିବା କମ୍ପାଉଣ୍ଡ ମହିଳାଙ୍କ ହର୍ମୋନ ଏଷ୍ଟ୍ରୋଜେନକୁ ନକଲ କରିଥାଏ ଅଧିକ ସୋୟାବିନ ସେବନ କଲେ ପୁରୁଷଙ୍କ ସ୍ପର୍ମ କାଉଣ୍ଟ ହ୍ରାସ ପାଇଥାଏ।
ସୋୟାବିନରେ ଥିବା ଟ୍ରାନ୍ସ ଫ୍ୟାଟ ଯୋଗୁଁ ମେଦ ବହୁଳତା ହୋଇଥାଏ ଓ କୋଲେଷ୍ଟ୍ରଲ ମଧ୍ୟ ବଢିଥାଏ ହୃଦ ସମ୍ବନ୍ଧୀୟ ରୋଗ ଥିଲେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ।
ଯେଉଁମାନଙ୍କର ମାଇଗ୍ରେନ୍ ସମସ୍ୟା ଅଛି, ଥାଇରଏଡ ସମସ୍ୟା ଅଛି ସେମାନେ ଭୁଲରେ ବି ସୋୟାବିନ ଖାଇବା ଉଚିତ ନୁହେଁ।

Spread the love