ସ୍ଵର୍ଗରୁ ତିଆରି ହୋଇ ଆସିଥାଏ ଏହି 5 ଟି ନାମର ଯୋଡି, ଜୀବନରେ କେବେ ବି ହୁଅନ୍ତି ନାହିଁ ଅଲଗା

ବନ୍ଧୁମାନେ ଆଜି ଆମେ ଆପଣଙ୍କୁ ଭାଗ୍ୟଶାଳୀ ଯୋଡ଼ି ବିଷୟରେ କହିବାକୁ ଯାଉଛୁ ଯେଉଁମାନେ, ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି ୫ ଟି ନାମର ଯୋଡ଼ି। ଜୀବନରେ କେବେ ବି ଅଲଗା ହୁଅନ୍ତି ନାହିଁ ଏହି ୫ ଟି ନାମର ଯୋଡ଼ି ଏବଂ ଜୀବନ ସାରା ପାଇଁ ପରସ୍ପର ର ସାଥ ଦେଇଥାନ୍ତି ଏହି ଯୋଡ଼ି । ତେବେ ଆସନ୍ତୁ ଜାଣିବା ଆଣି ସେହି ଯୋଡ଼ି ର ନାମ ସବୁ ବିଷୟରେ । ବନ୍ଧୁଗଣ ଆମ ଜୀବନ ରେ ପ୍ରେମ ଏକ ଏପରି ପବିତ୍ର ବନ୍ଧନ ଯାହାକି ବହୁତ୍ ସୁନ୍ଦର ହୋଇଥାଏ । ପୁଅ ହେଉ କି ଝିଅ ସେମାନଙ୍କ ଜୀବନ ରେ ଏକ ଏପରି ସମୟ ଆସିଥାଏ ଯେତେବଳେ ସେମାନେ ନିଜ ପାଇଁ ଏକ ଜୀବନ ସାଥୀ କୁ ଖୋଜି ଥାନ୍ତି ଏବଂ ସମସ୍ତଙ୍କ ଏହି ଇଚ୍ଛା ଥାଏ କି ତାଙ୍କର ଜୀବନ ସାଥି ସମସ୍ତଙ୍କ ଠୁ ଯେମିତି ଭଲ ହେଉ ଏବଂ ଜୀବନ ସାରା ପାଇଁ ସେମାନଙ୍କ ସାଥୀ ରେ ରହିବେ ।

ପ୍ରେମୀ ପ୍ରେମିକା ହୁଅନ୍ତୁ କିମ୍ବା ସ୍ବାମୀ ସ୍ତ୍ରୀ ସମସ୍ତେ ଏହା ଆଶା କରନ୍ତି କି ତମ ସାଥୀ ତାଙ୍କ ସହ ଜୀବନ ସାରା ତାଙ୍କ ସାଥିରେ ରହୁ । କିନ୍ତୁ ଆଜିକାଲି ଏପରି ବହୁତ୍ ଯୋଡ଼ି ଅଛନ୍ତି ଯେଉଁ ମାନଙ୍କ ସଂପର୍କ ବହୁତ୍ ଦିନ ପର୍ଯ୍ୟନ୍ତ ରହେ ନାହିଁ କିଛି ଦିନ ପରେ ସଂପର୍କ ଛିନ୍ନ ହୋଇଯାଏ ଏବଂ ସେମାନଙ୍କ ସଂପର୍କ,ଅଧା ରେ ରହିଯାଏ । ସେହିପରି ବହୁତ୍ ଏପରି ଯୋଡ଼ି ଅଛନ୍ତି ଯେଉଁ ମାନେ ନିଜର ଜୀବନ ସାଥି ସହ ଜୀବନ ସାରା ରହିଥାନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଯୋଡ଼ି ର ନାମ କହିବୁ ଯେଉଁ ମାନେ ନିଜର ଜୀବନ ସାଥି ର ସାଥ କେବେ ବି ଛାଡନ୍ତି ନାହିଁ ।

A ଏବଂ S ରୁ ଆରମ୍ଭ ହେଉଥିବା ଯୋଡି :- ଏହି ଦୁଇଟି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ପ୍ରେମ ବିଷୟରେ ବହୁତ୍ ଭଲ ହୋଇଥାନ୍ତି ଏବଂ ଏମାନେ ନିଜର ସାଥୀ ସହ ଜୀବନ ସାରା ରହିଥାନ୍ତି । ଏମାନେ ନିଜର ଜୀବନସାଥି କୁ ହୃଦୟ ର ସହିତ ଭଲ ପାଇଥାନ୍ତି । ଏହି ବ୍ୟକ୍ତି ମାନେ ସର୍ବଦା ନିଜର ସାଥୀ କୁ ଖୁସି ରେ ରଖିଥାନ୍ତି । ଏମାନେ ସବୁବେଳେ ସବୁ ପରିସ୍ଥିତି ରେ ସାଥୀ ହୋଇ ରହିଥାନ୍ତି । ଏମାନେ ନିଜର ଜୀବନସାଥି ଉପରେ ବହୁତ୍ ଭାରୋଷା କରିଥାନ୍ତି ଏବଂ ଏମାନେ ନିଜର ଜୀବନସାଥି କୁ କୌଣସି ବି କଥା ଲୁଚାଇ ନଥାନ୍ତି ।

B ଏବଂ M ରୁ ଆରମ୍ଭ ହେଉଥିବା ଯୋଡି :-ଏହି ଦୁଇଟି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ନିକଠୁ ଅଧିକ ବିଶ୍ୱାସ ନିଜ ସାଥୀ ଉପରେ କରିଥାନ୍ତି ।ଏମାନେ ନିଜର ସାଥୀ ସହ ଜୀବନ ସାରା ରହିଥାନ୍ତି ଏବଂ ନିଜ ଜୀବନ ସାଥି କୁ ବହୁତ୍ ପ୍ରେମ କରିଥାନ୍ତି ।

H ଏବଂ J ରୁ ଆରମ୍ଭ ହେଉଥିବା ଯୋଡି :- ଏହି ଦୁଇଟି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ସର୍ବଦା ନିଜର ସାଥୀ କୁ ବହୁତ୍ ପ୍ରେମ କରିଥାନ୍ତି । ଏମାନେ କେବେ ବି ନିଜ ମଧ୍ୟରେ ଝଗଡ଼ା କରନ୍ତି ନାହିଁ । ଏହି ନାମ ର ବ୍ୟକ୍ତି ମାନେ ସର୍ବଦା ଦୁହେଁ ଦୁହିଁଙ୍କ ଯତ୍ନ ନିଅନ୍ତି । ଏହିପରି ଲୋକଙ୍କ ଭିତରେ ପରଷ୍ପର ପାଇଁ ବହୁତ୍ ସମ୍ମାନ ରହିଥାଏ । ଏହି ଦୁଇଟି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ପରଷ୍ପର କୁ ବହୁତ୍ ବିଶ୍ୱାସ କରିଥାନ୍ତି ।

K ଏବଂ T ରୁ ଆରମ୍ଭ ହେଉଥିବା ଯୋଡି :-ଏମାନେ ନିଜର ସାଥୀ ସହ ଜୀବନ ସାରା ରହିଥାନ୍ତି । ଏହି ବ୍ୟକ୍ତିମାନେ ସର୍ବଦା ନିଜର ସାଥୀ କୁ ବହୁତ୍ ପ୍ରେମ କରିଥାନ୍ତି । ଏମାନେ କେବେ ବି ନିଜ ମଧ୍ୟରେ ଝଗଡ଼ା କରନ୍ତି ନାହିଁ । ସବୁ ପରିସ୍ଥିତିରେ ଏକାଠି ରୁହନ୍ତି ।

R ଏବଂ P ରୁ ଆରମ୍ଭ ହେଉଥିବା ଯୋଡି :-ଏହି ଦୁଇଟି ଅକ୍ଷର ରୁ ଆରମ୍ଭ ହେଉଥିବା ନାମ ର ବ୍ୟକ୍ତି ମାନେ ମରରିବା ପର୍ଯ୍ୟନ୍ତ ନିଜର ସାଥୀ ସହ ଜୀବନ ବିତାଇ ଥାଆନ୍ତି । ଏମାନେ ନିଜର ସାଥୀ କୁ ବହୁତ୍ ପ୍ରେମ କରିଥାନ୍ତି ଏବଂ ସେମାନଙ୍କୁ ସବୁବେଳେ ଖୁସି ରେ ରଖିଥାନ୍ତି ।

Spread the love