କଣ ଆପଣଙ୍କୁ ସବୁବେଳେ ଅଧ ରାତିରେ ପରିସ୍ରା ଲାଗୁଛି ? ତ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ବନ୍ଧୁଗଣ ପ୍ରତ୍ୟକ ମଣିଷ ସଠିକ ମାତ୍ରାରେ ପାଣି ପିଇବା ନିହାତି ଆବଶ୍ୟକ । ଅଧିକ ପାଣି ପିଇବା ଦ୍ଵାରା ଆମ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ।ଏହା ସହିତ ପ-ରି-ସ୍ରା କରିବା ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ସାଧାରଣତଃ ଦୂଷିତ ଜଳୀୟ ପଦାର୍ଥ ଆମ ପ-ରି-ସ୍ରାରେ ଚାଲି ଯାଇଥାଏ ।

ଏହା ଦ୍ଵାରା ଆମ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ । ହେଲେ ବନ୍ଧୁଗଣ କେତେ ଜଣଙ୍କୁ ଅଧିକାଂଶ ଅଧ ରାତିରେ ପ-ରି-ସ୍ରା ଆସିଥାଏ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହାର କାରଣ ଓ ଏହାର ପରିଣାମ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହାର କାରଣ ଓ ଏହାର ପରିଣାମ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଥମେ ଆସନ୍ତୁ ଜାଣିବା ରାତି ଅଧରେ କାହିଁକି ଲୋକ ମାନଙ୍କୁ ପ-ରି-ସ୍ରା ଲାଗିଥାଏ । ଯଦି କୌଣସି ମଣିଷ ରାତିରେ ଶୋଇବା ପୂର୍ବରୁ ଅଧିକ ପାଣି ପିଇଥାଏ ବା ଅଧିକ ତରଳ ପଦାର୍ଥର ସେବନ କରିଥାଏ ତା ହେଲେ ତାକୁ ରାତି ଅଧରେ ପ-ରି-ସ୍ରା ଲାଗିଥାଏ । ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ ରାତି ଅଧରେ ପ-ରି-ସ୍ରା ଲାଗୁଛି ତା ହେଲେ ଆପଣଙ୍କୁ କିଛି ନିୟମର ପାଳନ କରିବା ନିହାତି ଆବଶ୍ୟକ ନଚେତ ଆପଣ ଅସୁସ୍ଥ ହୋଇପାରନ୍ତି । କେବଳ ଏତିକି ନୁହେଁ ବନ୍ଧୁଗଣ ଏହି ଅଭ୍ଯାସ ଆପଣଙ୍କ ଶରୀର ପାଇଁ ବହୁତ ହାନିକାରକ ମଧ୍ୟ ହୋଇଥାଏ ।

ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସବୁ ନିୟମ ଗୁଡିକ ବିଷୟରେ । ବନ୍ଧୁଗଣ ଯଦି ଆପଣଙ୍କୁ ରାତି ଅଧରେ ପ-ରି-ସ୍ରା ଲାଗୁଛି ତା ହେଲେ ଆପଣ ହଠାତ ଉଠି ପ-ରି-ସ୍ରା କରନ୍ତୁ ନାହିଁ । କାରଣ ଶୋଇବା ସମୟରେ ଆମ ଶରୀରର ସକ୍ରିୟ ହୋଇ ରହିଥାଏ ଯଦି ଆମେ ହଠାତ ଉଠି ପ-ରି-ସ୍ରା କରିବା ତା ହେଲେ ଆମ ଶରୀରରେ ହେଉଥିବା ରକ୍ତ ପ୍ରଭାବ ବଢି ଯାଇଥାଏ । ଏହା ଦ୍ଵାରା ଆମ ଶରୀରରେ ଥିବା ରକ୍ତ କଣିକା ଆମ ମସ୍ତିକରେ ଯାଇ ରହି ଯାଇଥାଏ ଓ ସଠିକ ଭାବରେ ସଞ୍ଚାଳିତ ହୋଇପାରେ ନାହିଁ । ଯାହାଦ୍ୱାରା ଆମକୁ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ରହିଥାଏ ।

ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ରାତି ଅଧରେ ପ-ରି-ସ୍ରା ଲାଗୁଛି ତା ହେଲେ ଆପଣ ନିଜ ଆଖିକୁ ଖୋଲି ସେତିକି ସମୟ ପର୍ଯ୍ୟନ୍ତ ଶେଯରେ ରୁହନ୍ତୁ ଯେତିକି ସମୟ ପର୍ଯ୍ୟନ୍ତ ଆପଣଙ୍କ ଶରୀର ସତେଜ ନହୋଇଯିବ । କମ ସେ କମ ଆପଣ ୫ ମିନିଟ ପର୍ଯ୍ୟନ୍ତ ଶେଯରେ ବସି ରୁହନ୍ତି । ଏହା ସହିତ ଆପଣ ରାତିରେ ଶୋଇବା ପୂର୍ବରୁ ନିଶ୍ଚୟ ପ-ରି-ସ୍ରା କରି ସୁଅନ୍ତୁ । ଏହା ବ୍ଯତୀତ କେତେକ ଲୋକ ନିଜ ପ-ରି-ସ୍ରାକୁ ଅଧିକ ସମୟ ପର୍ଯ୍ୟନ୍ତ ଅଟକାଇ ରଖନ୍ତି । ଆପଣ ମାନେ ଏହି ଭୁଲ କେବେ ବି କରନ୍ତୁ ନାହିଁ । ଏହି ଭୁଲ ଦ୍ଵାରା ଆପଣଙ୍କ କିଡ୍ନି ଉପରେ ଖରାପ ପ୍ରଭାବ ପଡିପାରେ ।

Spread the love