ଯଦି ଆପଣ ବି ଚାହୁଁଛନ୍ତି ଆପଣଙ୍କ ଭାବି ପତ୍ନୀ ସୌଭାଗ୍ୟଶାଳୀ ହୋଇଥିବେ, ଯିଏ ଆପଣଙ୍କ ବନ୍ଦ ଭାଗ୍ୟର ଚାବିକୁ ଖୋଲିପାରିବେ। ତାହେଲେ ଆପଣ ନିହାତି ଜାଣିବା ଦରକାର ଯେ କେଉଁ ମହିଳାଙ୍କୁ ବିବାହ କରିବାକୁ ଉଚିତ। ଖାସ୍ କରି ଏହି ୭ଟି ଗୁଣ ଥିବା ମହିଳାଙ୍କୁ ବିବାହ କଲେ ଆପଣଙ୍କ ଭାଗ୍ୟ ଖୋଲିଯିବ। ତାହେଲେ ଆସନ୍ତୁ ଜାଣିବା କଣ ସେହି ୭ ଗୁଣ।