ଆଜି ରାଜ୍ୟରେ ସୁସ୍ଥ ହେଲେ ୫୩୮ ଜଣ କରୋନା ଆକ୍ରାନ୍ତ

ଆଜି ରାଜ୍ୟରେ ୫୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୭୫ ଜଣ ଥିବାବେଳେ ସୁନ୍ଦରଗଡର ୭୩ ଜଣ, କଳାହାଣ୍ଡିର ୬୪ ଜଣ, ନୂଆପଡାର ୬୨ ଜଣ, ବଲାଙ୍ଗୀରର ୩୫ ଜଣ, କଟକର ୨୬ ଜଣ, ଝାରସୁଗୁଡ଼ାର ୨୫ ଜଣ, କେଉଁଝରର ୨୦ ଜଣ, ବରଗଡ଼ର ୧୯ ଜଣ, ମୟୁରଭଞ୍ଜର ୧୫ ଜଣ, ନବରଙ୍ଗପୁରର ୧୫ ଜଣ ସୁସ୍ଥ ହୋଇଛନ୍ତି |

Spread the love