ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କରୋନା ପଜିଟିଭ୍

ନୂଆଦିଲ୍ଲୀ,୨୦/୪: ନୂଆଦିଲ୍ଲୀରୁ ଆସିଛି ବଡ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ନିଜକୁ ଘରେ ଆଇସୋଲେଟ କରିଛନ୍ତି।

Spread the love