ଆଜି ରାଜ୍ୟରେ ୩୪୬୪ କରୋନା ସଂକ୍ରମିତ ସୁସ୍ଥ, ଖୋର୍ଦ୍ଧାରୁ ସର୍ବାଧିକ ୫୪୧

ଆଜି ରାଜ୍ୟରେ ୩୪୬୪ କରୋନା ସଂକ୍ରମିତ ସୁସ୍ଥ ହୋଇଥିବାର ଖବର ମିଳିଛି। ଏଥିମଧ୍ୟରୁ ଖୋର୍ଦ୍ଧାରୁ ୫୪୧, ସୁନ୍ଦରଗଡ଼ରୁ ୫୨୬, ନୂଆପଡ଼ାରୁ ୩୪୦,  ଝାରସୁଗୁଡ଼ାରୁ ୨୩୮, କେନ୍ଦୁଝରରୁ ୧୯୯, ସମ୍ବଲପୁରରୁ ୧୫୩, କଟକରୁ ୧୫୨, ବରଗଡ଼ରୁ ୧୪୦, ପୁରୀରୁ ୧୨୮, ନବରଙ୍ଗପୁରରୁ ୯୭ ଓ ବଲାଙ୍ଗୀରରୁ ୮୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।

 

Spread the love