News କ୍ରୀଡା ଜଗତ କରୋନା ପ୍ରଭାବ : ବାତିଲ ହେଲା IPL May 4, 2021May 4, 2021 Satya sports ମୁମ୍ବଇ: ଚଳିତ ୨୦୨୧ IPL ବାତିଲ ହେଲା । ବିଭିନ୍ନ ଦଳର ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଇପିଏଲକୁ ବାତିଲ କରାଯାଇଛି । ଏନେଇ ବିସିସିଆଇ ଉପସଭାପତି ସୂଚନା ଦେଇଛନ୍ତି । Post Views: 3,882 Spread the love