ଆଜିଠାରୁ ୧୪ଦିନ ଲକଡାଉନ

ଭୁବନେଶ୍ୱର: ଆଜି ଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୧୪ଦିନିଆ ଲକଡାଉନ ଲାଗୁ ହେବ। ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିବ। କେବଳ ଜରୁରୀକାଳିନ କର୍ମଚାରୀ ନିଜ ଅଫିସ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ। ଏହାସହ ଜରୁରୀ ପରିସ୍ଥିତିରେ ସାଧାରଣଲୋକେ ପୁଲିସର ଅନୁମତି ନେଇ ଯିବାଆସିବା କରିପାରିବେ।

Spread the love