ନୀରବି ଗଲେ ଉପେନ୍ଦ୍ର ପାହାଡସିଂ

ଚାଲିଗଲେ ଉପେନ୍ଦ୍ର ପାହାଡସିଂ । ଆକାଶବାଣୀର ପୂର୍ବତନ ସମ୍ବାଦ ପାଠକ ହେଉଛନ୍ତି ଉପେନ୍ଦ୍ର ପାହାଡସିଂ । ଶ୍ରୀ ପାହାଡସିଂଙ୍କ ହଠାତ୍ ଦେହ ଖରାପ ହେବାରୁ ତାଙ୍କୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

Spread the love