ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। କରୋନା କଟକଣା ମଧ୍ୟରେ ଆଜିଠୁ ଭିତରକନିକା ଖୋଲିଛି। ଜାତୀୟ ଉଦ୍ୟାନରେ ପର୍ଯ୍ୟଟକମାନେ ଭ୍ରମଣ କରିବା ସମୟରେ ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜରକୁ ଗରୁତ୍ୱ ଦିଆଯାଇଛି। ଭିତରକିନିକାରେ କେବଳ ଦିନବେଳା ପର୍ଯ୍ୟଟକ ବୁଲି ପାରିବେ। ସକାଳୁ ସଂଧ୍ୟା ଯାଏ ଜାତୀୟ ଉଦ୍ୟାନ ଭିତରେ ପର୍ଯ୍ୟଟକମାନେ ବୁଲିପାରିବେ। ସଂଧ୍ୟା ପରେ ଭିତରକନିକରେ ପ୍ରବେଶ ଉପରେ କଟକଣା ରହିଛି। କୌଣସି ପର୍ଯ୍ୟଟକଙ୍କୁ ରାତ୍ରି ଯାପନ ପାଇଁ ଅନୁମତି ଦିଆଯାଇନାହିଁ। କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ’ ପହିଲାରୁ

Spread the love