ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ

ଭୁବନେଶ୍ୱର: ଆଜି ବଲାଙ୍ଗୀର ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ । ମାଓ ସମସ୍ୟା ନେଇ ଆଲୋଚନା କରିବେ ପୋଲିସ ମହାନିର୍ଦ୍ଦେଶକ ଅଭୟ। ବଲାଙ୍ଗୀର ମନହାରପୁର ପୋଲିସ ପଡିଆରେ ପହଁଞ୍ଚି ରିଜର୍ଭ ପୋଲିସ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି। ଗତ ୧ ତାରିଖରେ କ୍ୟାଡ଼ର ମାଓ ସୁରୁଜନ ଆତ୍ମସମର୍ପଣ କରିଥିବା ବେଳେ ଗତକାଲି ଖପ୍ରାଖୋଲ ଅଞ୍ଚଳରେ କିଛି ମାଓ ପୋଷ୍ଟର ଲାଗିଥିଲା।

Spread the love