ସୋଆ ମୁଖ୍ୟ ଲାଇବ୍ରେରିଆନ୍ ସମ୍ମାନିତ

ଭୁବନେଶ୍ୱର,୧୪/୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମୁଖ୍ୟ ଲାଇବ୍ରେରିଆନ ଡା. ଡିବି ରମେଶ ନିଜ କାର୍ଯ୍ୟକ୍ଷେତ୍ରରେ ଉତ୍କର୍ଷତା ଓ ଦକ୍ଷତା ନିମନ୍ତେ “ଏକ୍ସିଲେନ୍ସ ଇନ ଏକାଡେମିକ ଲାଇବ୍ରେରି ଆୱାର୍ଡ-୨୦୨୧” ନିମନ୍ତେ ମନୋନୀତ ହୋଇଛନ୍ତି।
ଚଳିତ ବର୍ଷ ନିମ୍ବସ ଅନଲାଇନ ପ୍ରାଇଭେଟ ଲିମିଟେଡ ଏବଂ କେନ୍ଦ୍ର ସରକାରଙ୍କ ଲାଇବ୍ରେରି ସଂଘପକ୍ଷରୁ ମିଳିତ ଭାବରେ ଏହି ସମ୍ମାନ ପ୍ରଦାନର ଆୟୋଜନ କରାଯାଇଛି କାର୍ଯ୍ୟକ୍ଷେତ୍ରରେ ସଫଳତା, କାର୍ଯ୍ୟଦକ୍ଷତା ଓ ସମର୍ପଣଭାବ ନିମନ୍ତେ ଡ. ରମେଶଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିବା ନେଇ ତାଙ୍କୁ ପ୍ରଦାନ କରାଯାଇଥିବା ସନ୍ଦର୍ଭରେ ଦର୍ଶାଯାଇଛି।

Spread the love