କ୍ୟାନସର ହେବାର 15 ଦିନ ପୂର୍ବରୁ ଦେଖାଯାଇଥାଏ 3ଟି ଲକ୍ଷଣ

ଅନିୟମିତ ଜୀବନଚର୍ଯ୍ୟା ଓ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଉନଥିବା ବ୍ୟକ୍ତିକୁ କେତେବେଳେ କ୍ୟାନସର ବା କର୍କଟ ରୋଗ ହୋଇଥାଏ ତାହା ଜଣାପଡ଼ିନଥାଏ । କାମର ବ୍ୟସ୍ତତା ଯୋଗୁଁ ଆମେ ବହୁତ କିଛି ରୋଗର ଲକ୍ଷଣକୁ ଅଣଦେଖା କରିଥାଉ । ତେବେ କ୍ୟାନସର ଭଳି ଦ୍ୱରାରୋଗ୍ୟ ବେମାରି ହେବାର 15ଦିନ ପୂର୍ବରୁ ଦେଖାଦେଇଥାଏ କିଛି ଲକ୍ଷଣ । ଯାହା ସହଜରେ ଜାଣିହୁଏ ନାହିଁ । ତେବେ ଆସନ୍ତୁ ଜାଣିବା କର୍କଟ ରୋଗର କିଛି ଲକ୍ଷଣ ବିଷୟରେ । କ୍ୟାନସର ହେବାର 15ଦିନ ପୂର୍ବରୁ ଦେଖାଦେଇଥାଏ 3ଟି ଲକ୍ଷଣ ।

(୧) କାର୍ଯ୍ୟବ୍ୟସ୍ତତା ଓ ଚେୟାର ଉପରେ ଠିକ୍ ପୁଜିସନରେ ନବସିବା ଯୋଗୁଁ ଦେଖାଦେଇଥାଏ ପିଠିରେ ଯନ୍ତ୍ରଣା । କିନ୍ତୁ ଏହି ଯନ୍ତ୍ରଣା ଯଦି ଅଧିକ ଦିନ ହୋଇଥାଏ ତାହାଲେ ଜାଣିନେବା ଉଚିତ ଯେ ଏହା ଏକ କ୍ୟାନସର ଲକ୍ଷଣ । ଏହା ବ୍ୟତୀତ ଅଣ୍ଟା ଓ ଆଖପାଖ ମାଂସପେସୀରେ ଯନ୍ତ୍ରଣା ହୋଇଥାଏ ।

(୨) ସାଧାରଣତଃ ଅଧିକାଶଂ ଲୋକଙ୍କ ପାଟିରେ ଛାଲା ହୋଇଥାଏ ଆମେ ଭାବିଥାଉ ଏହା ଗ୍ୟାସ ସମସ୍ୟାରୁ ହୋଇଥାଏ । ଏହି ଛାଲା ଯଦି 2ସପ୍ତାହ ମଧ୍ୟରେ ଠିକ ନହୁଏ ତାହାଲେ ଏହା ଚିନ୍ତାର ବିଷୟ । ଏହି ଛାଲା 2ସପ୍ତାହ ରହିଲେ କଣ୍ଠସ୍ୱର ପରିବର୍ତ୍ତନ କରିବା ସହ ଖାଦ୍ୟ ଗିଳିବାରେ ଅସୁବିଧା, ପାଟିଭିତରେ ଧଳା କିମ୍ବା ଲାଲ ରଙ୍ଗର ଚିହ୍ନ ପଡ଼ିବା ମଧ୍ୟ କ୍ୟାନସରର ପ୍ରାଥମିକ ଲକ୍ଷଣ ।

(୩) ଯଦି ଆପଣ ବିନା କିଛି ପରିଶ୍ରମରେ ଥକା ଅନୁଭବ କରୁଛନ୍ତି ତାହାଲେ ଏହା ମଧ୍ୟ ଚିନ୍ତାର ବିଷୟ ହୋଇଥାଏ । କାରଣ ଏହା ବ୍ଲଡ କ୍ୟାନସରର ଲକ୍ଷଣ ହୋଇଥାଏ । ଏହା ବ୍ୟତୀତ ପେଟକ୍ୟାନସର ହେବା ଦ୍ୱାରା ମଧ୍ୟ ଶରୀରରେ ରକ୍ତହୀନତା ଦେଖାଦେଇଥାଏ । ଯେଊଁଥିପାଇଁ କି ଶରୀରରେ ଥକ୍କା ହୋଇଥାଏ ।

They represent your potential book readers or buyers even pro-academic-writers.com though they have already bought into reading the first draft of your book your blogged book.