ଗାଧୋଇବା ବେଳେ ନଦୀରେ ବୁଡି 2 ଭାଇ ମୃତ

ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଧନକେରା ପଞ୍ଚାୟତ ନାଗଣ ଗ୍ରାମରେ ଦୁଇ ଭାଇ ସତ୍ୟଜିତ ଏବଂ ଶୁଭଜିତ ଲୁଣା ନଦୀରେ ଗାଧୋଇବା ବେଳେ ଅସାବଧାନତା ହେତୁ ପାଣିରେ ବୁଡିଯାଇ ଥିଲେ । ଉଭୟଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଶିଶୁ ଭବନକୁ
ନିଆଯାଇଥିଲା ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ମୃତଦେହ କ୍ଯାପିଟାଲ ହସ୍ପିଟାଲରେ ପଡ଼ି ରହିଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Spread the love