ବିଜେଡିର ମିଡିଆ ପ୍ୟାନେଲିଷ୍ଟ ଭାବେ ଆଉ ୩ ଜଣଙ୍କୁ ନିଯୁକ୍ତି

ଭୁବନେଶ୍ୱର: ବିଜୁ ଜନତା ଦଳର ମିଡିଆ ପ୍ୟାନେଲିଷ୍ଟ ଭାବେ ଆଉ ୩ ଜଣଙ୍କୁ ନିଯୁକ୍ତି ମିଳିଛି । ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୩ ଜଣଙ୍କୁ ସାମିଲ୍ କରାଯାଇଛି । ଗୌତମବୁଦ୍ଧ ଦାସ, ଲୋରା ମହାପାତ୍ର ଓ ସ୍ୱାଗତିକା ମହାନ୍ତି ମିଡିଆ ପ୍ୟାନେଲିଷ୍ଟ ଭାବେ ନିଯୁକ୍ତି ମିଳିଛି । ଏନେଇ ଦଳର ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ପ୍ରେସ୍ ଇସ୍ତାହାର ଜାରି କରିଛନ୍ତି ।

Spread the love