‘ଜଓ୍ବାଦ’ ମୁକାବିଲା ପାଇଁ NDRFର ୧୭ଟିମ୍ ମୁତୟନ

କଟକ ୩୧୨: ବାତ୍ୟା ‘ଜଓ୍ବାଦ’ ଏବଂ ଏହା ପ୍ରଭାବରେ ହେବାକୁ ଥିବା ବର୍ଷାର ମୁକାବିଲା ପାଇଁ ଏନଡିଆରଏଫର ୧୭ଟିମ୍ ମୁତୟନ ହୋଇଛନ୍ତି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଭଳି ଉପକୂଳ ଜିଲ୍ଲାରେ ଏହି ଟିମ୍ ମୁତୟନ ହୋଇଛନ୍ତି । ଏହାସହ କେନ୍ଦ୍ରାପଡା, ଜଗତସିଂହପୁର ଓ ବାଲେଶ୍ବରରେ ମଧ୍ୟ ଏନଡିଆରଏଫ୍ ଟିମ୍ ମୁତୟନ କରାଯାଇଛି । ଏ ନେଇ ଏନଡିଆରଏଫ ତୃତୀୟ ବାଟାଲିୟନ କମାଣ୍ଡାଣ୍ଟ ସୂଚନା ଦେଇଛନ୍ତି ।

Spread the love