ଘରେ ଝିଟିପିଟି ରହିବା ଦ୍ଵାରା କଣ ହୋଇଥାଏ ? ଜାଣନ୍ତୁ ଶୁଭ ନା ଅଶୁଭ…

ଲୋକମାନେ ଘରେ ଝିଟିପିଟି କୁ ଦେଖିଥାନ୍ତି ଏବଂ ଏହାକୁ ସାମାନ୍ୟ ବୋଲି ମାନିଥାନ୍ତି । ଆମ୍ଭେମାନେ ମଧ୍ୟ ଝିଟିପିଟି କୁ ଏକ ସାଧାରଣ ଜୀବ ମାନିଥାଉ । ମାତ୍ର ଜୀବ ଜନ୍ତୁ ଏବଂ ମନୁଷ୍ୟ ମଧ୍ୟରେ ପ୍ରକୃତି ର ଏକ ଅଲଗା ସମ୍ବନ୍ଧ ରହିଥାଏ । ଏହି କଥା ବହୁତ କମ ଲୋକ ଜାଣିଥିବେ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଝିଟିପିଟି କୁ ବହୁତ ଖାସ ଜୀବ ମାନାଯାଇଅଛି । ଶାସ୍ତ୍ର ରେ ଝିଟିପିଟି କୁ ଦେଖିବା ଏବଂ ତାହା ସହିତ ଜଡିତ ହୋଇଥିବା କିଛି ଗତିବିଧିକୁ ବିସ୍ତାର ରୂପେ କୁହାଯାଇଅଛି । ଆସନ୍ତୁ ଜାଣିବା ସେହି ମହତ୍ଵପୂର୍ଣ୍ଣ ବିଷୟ ଟି କଣ ଅଟେ ?

୧- ଦୀପାବଳି ଦିନ ଯଦି ଝିଟିପିଟି କୁ ଦେଖାଯାଏ ତେବେ ତାହାକୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମାନାଯାଇଥାଏ । ଏହାସହିତ ମାନଯାଇଅଛି ଯେ ଏହିଦିନ ଯଦି ଝିଟିପିଟି ଆପଣଙ୍କ ଉପରେ ପଡିଯାଇଥାଏ ତେବେ ବର୍ଷସାରା ସମୃଦ୍ଧି ଆସିଥାଏ । ଆପଣ ଘର ସଫା କରିବା ବେଳେ ଆପଣଙ୍କ ସମୁଖକୁ ମରିଯାଇଥିବା ଝିଟିପିଟି ଆସିଥିଲେ, ଏହାକୁ ଅଶୁଭ ସଂକେତ ମାନାଯାଏ ।

୨- ଆପଣ ଖାଦ୍ୟ ଖାଉଥିବା ସମୟରେ ଯଦି କୌଣସି ଝିଟିପିଟି ର ସାଉଣ୍ଡ ଶୁଭାଯାଇଥାଏ ତେବେ ତାହା ଶୁଭ ସଂକେତ ମିଳିଥାଏ । ଆପଣଙ୍କ ଜୀବନରେ ହଟାତ ଧନପ୍ରାପ୍ତି ର ସଂକେତ ମିଳିଥାଏ । ୩- ଯଦି ଆପଣ କୌଣସି ଝିଟିପିଟି ର ମିଳନ ଦେଖୁଛନ୍ତି ତେବେ ଆପଣଙ୍କ ଭେଟ ଆପଣଙ୍କର ପୁରୁଣା ବନ୍ଧୁ ସହିତ ହେବାକୁ ଜାଉଅଛି ।

୪- ଯଦି ଆପଣଙ୍କ ସ୍ଵପ୍ନ ରେ ଝିଟିପିଟି ମରିବାର ଦେଖାଦିଏ, ତେବେ ଆପଣଙ୍କ ଜୀବନରେ କୌଣସି ବଡ କଷ୍ଟ ଆସିବାକୁ ଯାଉଛି ।

୫- ଆପଣ ଘରୁ ବାହାରକୁ ଗଲା ସମୟରେ ଯଦି ଆପଣଙ୍କ ମୁଣ୍ଡ ଅଥବା ହାତ ଉପରେ ଝିଟିପିଟି ପଡିଯାଏ ତେବେ ଏହା ଶୁଭ ସଂକେତ ଦେଇଥାଏ । ଆପଣଙ୍କୁ ନିକଟ ଭବିଷ୍ୟତ ରେ ମାନ ସନମାନ ପ୍ରାପ୍ତି ହୋଇପାରେ ।

୬- ଯଦି ଆପଣଙ୍କୁ ଖାଦ୍ୟ ଖାଇବା ସମୟରେ ଝିଟିପିଟି ଦେଖାଦିଏ ତେବେ ବୁଝି ନିଅନ୍ତୁ ଯେ, ଆପଣଙ୍କ ସହିତ କିଛି ଭଲ ହେବାକୁ ଯାଉଅଛି ।

୭- ମାତ୍ର ଯଦି ଆପଣ ଖାଦ୍ୟ ଖାଉଛନ୍ତି ଏବଂ କୌଣସି ଝିଟିପିଟି ଆପଣଙ୍କ ଖାଦ୍ୟ ରେ ପଡିଯାଏ, ତେବେ ଆପଣଙ୍କୁ କୌଣସି ବିମାରୀ ହୋଇପାରେ ।

୮- ଆପଣଙ୍କ ମଥା ଉପରେ ଝିଟିପିଟି ପଡିଲେ ଆପଣଙ୍କୁ ବହୁତ ଶୀଘ୍ର ଧନ ର ପ୍ରାପ୍ତି ହେବ । ଯଦି ଝିଟିପିଟି ଆପଣଙ୍କ ଘରେ କୌଣସି ପୋକ କୁ ଖାଉଥିବର ଦେଖୁଛନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣଙ୍କର ଧନ ର ବିଭିନ୍ନ ଉପାୟରେ କ୍ଷୟ ହେବ । ବନ୍ଧୁଗଣ ଶାସ୍ତ୍ର ରେ ଏହିସବୁ ବିଷୟ କୁ ମାନ୍ୟତା ଦିଆଯାଇଛି ।

Spread the love