ବାହୁଙ୍ଗୀର ପିଟି ପିଟି ଯୁବକଙ୍କୁ ହତ୍ୟା

ଜଳେଶ୍ବର ୨୩।୧୨: ଯୁବକଙ୍କ ଉନ୍ମତକାଣ୍ଡ । ବାହୁଙ୍ଗୀର ପିଟି ପିଟି ଯୁବକଙ୍କୁ ହତ୍ୟା । ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ । ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅସ୍ଥି ପଞ୍ଚାୟତ କଣ୍ଟାବଣୀ ଗ୍ରାମରେ ଘଟିଛି ଏଭଳି ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅସ୍ଥି ପଞ୍ଚାୟତ କଣ୍ଟାବଣୀ ଗ୍ରାମରେ ଯୁବକଙ୍କ ଉନ୍ମତକାଣ୍ଡ । ବାହୁଙ୍ଗୀରେ ପିଟି ପିଟି ଯୁବକଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ । ମୃତ ଯୁବକ ଜଣଙ୍କ ହେଲେ ସନ୍ୟାସୀ ଜେନା । ଆତ୍ମସମର୍ପଣ କରିଥିବା ଯୁବକ ଜଣକ ହେଲେ ବରେନ୍ଦ୍ର ଜେନା । ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Spread the love