ବଜେଟ 2019: କ’ଣ ହେବ ଶସ୍ତା ଓ ମହଙ୍ଗା ଜାଣନ୍ତୁ

ବଜେଟ୍‌ ଉପସ୍ଥାପନ ପରେ ଏକାଧିକ ଜିନିଷ ଶସ୍ତା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ମହଙ୍ଗା ହୋଇଛି। ତେବେ ଆସନ୍ତୁ ଜାଣିବା କ’ଣ କ’ଣ ଶସ୍ତା ହୋଇଛି ଏବଂ କ’ଣ ମହଙ୍ଗା:
ଶସ୍ତା:

ଆମଦାନୀ ହେଉଥିବା ସମସ୍ତ ଇ-ଯାନର ପାର୍ଟସ, କୃତ୍ରିମ କିଡ୍‌ନୀ ତିଆରି ପାଇଁ ସମସ୍ତ ସାମଗ୍ରୀ, ଆମଦାନୀ ହେଉଥିବା ଉଲ୍ ଫାଇବର, ଆମଦାନୀ ହେଉଥିବା ପ୍ରତିରକ୍ଷା ସାମଗ୍ରୀ, ସୋଲାର ପ୍ୟାନେଲ,  ବିଦ୍ୟୁତ୍‌ଯାନ, ଚମଡ଼ା ଜାତ ଦ୍ରବ୍ୟ, ମାର୍ବଲ, ଟାଇଲ, କାଗଜ ଦର

ମହଙ୍ଗା:

ଆମଦାନୀ ହେଉଥିବା ସମସ୍ତ ସୁନା ଓ ମୂଲ୍ୟବାନ ଧାତୁ, ପେଟ୍ରୋଲ ଓ ଡିଜେଲ, ସିସିଟିଭି ଓ ଆଇପି କ୍ୟାମେରା, ମେଟାଲ ଫିଟିଙ୍ଗସ୍, ଆମଦାନୀ ହେଉଥିବା ସ୍ପିଲ୍‌ଟ ଏସି, ଆମଦାନୀ ହେଉଥିବା ପ୍ଲାଟିନମ, ଆମଦାନୀ ହେଉଥିବା ଅଟୋମୋବାଇଲ ପାର୍ଟସ, ଆମଦାନୀ ହେଉଥିବା ଲାଉଡ ସ୍ପିକର, ଆମଦାନୀ ହେଉଥିବା ପ୍ଲଗ, ସକେଟ ଓ ସୁଇଚ୍‌, ସିଗାରେଟ, ତମାଖୁ, ସିଗାର, ପାନ ମସଲା ଓ ଆମଦାନୀ ହେଉଥିବା ବହି

Spread the love