ଗାଈ ଉପରେ ହାତ ରଖି କହି ଦିଅନ୍ତୁ ଏହି ମନ୍ତ୍ର, ସବୁ ମନୋକାମନା ହେବ ପୂର୍ଣ୍ଣ

୧- ହିନ୍ଦୁ ଧର୍ମରେ ଗାଈ କୁ ମାତା ଙ୍କ ସ୍ଥାନ ଦିଆ ଯାଇଅଛି । ବହୁତ ଲୋକ ଜାଣିଛନ୍ତି ଗାଈ କୁ ରୁଟି ଖାଇବାକୁ ଦେବା ଦ୍ଵାରା କାର୍ଯ୍ୟ ରେ ବିଘ୍ନ ଆସିନଥାଏ । ଗାଈ ଉପରେ ହାତ ଆଉଁଷିବା ଦ୍ଵାରା ବହୁତ ଲାଭ ହୋଇଥାଏ । ଏହା କରିବା ଦ୍ଵାରା ବଡରୁ ବଡ ରୋଗ ମଧ୍ୟ ଠିକ ହୋଇଯାଏ । ସବୁ ମନୋଷ୍କାମନା ପୂର୍ଣ୍ଣ ହୋଇଥାଏ । ଆପଣ ସବୁବେଳେ ଗାଈ ଙ୍କୁ କିଛି ମଧ୍ୟ ଖାଇବାକୁ ଦିଅନ୍ତୁ । ରୁଟି, ଫଳ କିଛି ମଧ୍ୟ ଦେଇ ପାରିବେ । ଏହାର କିଛି ସମୟ ଏବଂ ଦିନ ନାହିଁ । ଆପଣ ନିଜ ଡାହାଣ ହାତରେ ହିଁ ଗାଈ ଙ୍କୁ ଖୁଆଇବେ । ଗାଈ ଖାଇ ସାରିବା ପରେ ସେହି ଡାହାଣ ହାତରେ ଗାଈ ଙ୍କୁ ଆଉଁସନ୍ତୁ । ଆଉଁସି ଆଉଁସି ଏହି ମନ୍ତ୍ରଟିକୁ କୁହନ୍ତୁ । ମନ୍ତ୍ରଟି ହେଉଛି, “ଧେନୁ ତ୍ୱୋଙ୍ଗ କାମଧେନୁ, ସର୍ବ ପାପ ନିବାରଣୀ, ମୋକ୍ଷ ଫଳ ପ୍ରଦାୟନି, ଚ ମାତ୍ର ଦେବୀ ନମୋସ୍ତୁତେ” । ଏହି ମନ୍ତ୍ର ଆପଣଙ୍କୁ ୭ ଥର ଆଉଁସି ମନ୍ତ୍ର ଜପିବାର ଅଛି । ଏପରି କରିବା ଦ୍ଵାରା ଆପଣଙ୍କ ପାଇଁ ସବୁ ଗାଈ କାମଧେନୁ ବନିପାରିବ । ଏହା ସହିତ ଆପଣଙ୍କର ଯାହା ମଧ୍ୟ ଇଛା ଥିବ ସେ ସବୁ ବହୁତ ଜଲ୍ଦି ପୂରଣ ହୋଇଯିବ ।

୨- ସଂସାରରେ ଧର୍ମ କଲ୍ୟାଣକାରୀ, କ୍ଷମା ଶାନ୍ତି ପ୍ରଦାୟକ, ବିଦ୍ୟା ସନ୍ତୋଷ ଦାୟକ ଏବଂ ଅହିଂସା ସୁଖପ୍ରଦାୟକ ହୋଇଥାଏ

। ୩- ଯେଉଁ ଲୋକ ବହୁତ ଧନ ଐଶ୍ଵର୍ଜ୍ୟ ଏବଂ ବିଦ୍ୟା ପ୍ରାପ୍ତ କରିବା ପରେ ମଧ୍ୟ ଆତ୍ମ ସଂଯମତା ରକ୍ଷା କରିଥାଏ ସେ ପଣ୍ଡିତ ହୋଇଥାଏ ।

୪- ଯେଉଁ ଲୋକ ମାନେ ବିନା ନିମନ୍ତ୍ରଣ ରେ ଯାଇଥାନ୍ତି, ନ ପଚାରିବା ପୂର୍ବରୁ ବହୁତ କହିଥାନ୍ତି ଏବଂ ଅଯୋଗ୍ୟ ଲୋକକୁ ବିଶ୍ଵାସ କରିଥାନ୍ତି ସେମାନେ ମୂର୍ଖ ଏବଂ ନୀଚ ସ୍ଵଭାବର ହୋଇଥାନ୍ତି ।

୫- ଈର୍ଷା କରୁଥିବା ଲୋକ, ଅନ୍ୟକୁ ଘୃଣା କରୁଥିବା ଲୋକ, ଅସନ୍ତୁଷ୍ଠ ଲୋକ, କ୍ରୋଧ କରୁଥିବା ଲୋକ, ସବୁବେଳେ ଶଙ୍କା କରୁଥିବା ଲୋକ, ଏବଂ ଅନ୍ୟର ଆଶ୍ରିତ ଲୋକ ଏମାନେ ସର୍ବଦା ଦୁଖ ରେ ରହିଥାନ୍ତି ।

୬- କ୍ଷମା କରିବା କୌଣସି ଦୋଷ ହୋଇ ନଥାଏ, ଏହା ପରମ ବଳ ହୋଇଥାଏ, ଏହା ସହିତ କ୍ଷମା ଦୁର୍ବଳ ଲୋକଙ୍କ ବଳ ଏବଂ ବଳବାନ ଙ୍କର ଆଭୁଷଣ ହୋଇଥାଏ ।

୭- ଧନ, ସ୍ୱାସ୍ଥ୍ୟ, ଉତ୍ତମ ପୁତ୍ର, ମିଷ୍ଠଭାସି ଭାର୍ଯା ମନୋଷ୍କାମନା ପୁରଣ କରୁଥିବା ବିଦ୍ୟା ଏ ସବୁ ଦ୍ଵାରା ସଂସାରରେ ସୁଖ ଅନୁଭବ ହୋଇଥାଏ ।

୮- ଯେଉଁ ଲୋକ ବିଶ୍ଵାସ ର ପାତ୍ର ହୋଇ ନଥାଏ ତାଙ୍କୁ ବିଶ୍ଵାସ କରିବା ଅନୁଚିତ । ମାତ୍ର ଯିଏ ବିଶ୍ଵାସ ର ପାତ୍ର ହୋଇଥାଏ ତାକୁ ଅଧିକ ବିଶ୍ଵାସ କରିବା ଅନୁଚିତ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Spread the love