ମାଗଣାରେ ଦେଖି ପାରିବେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ବୈକୁଣ୍ଟାପୁରମୁଲୁ’ , ଜାଣନ୍ତୁ କିପରି…

ନୂଆଦିଲ୍ଳୀ ୨୩।୦୧ : ଫିଲ୍ମ ପୁଷ୍ପା ଦ ରାଇଜରର ହିନ୍ଦୀ ଡବିଂ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିଲା । ସାଉଥର ଷ୍ଟାଇଲିସ୍‌ ଷ୍ଟାର ଅଲ୍ଲୁ ଅର୍ଜୁନ୍ ସମସ୍ତଙ୍କର ପ୍ରିୟ । ତାଙ୍କର ଫ୍ୟାନ ଫଲୋର୍ସ ସଂଖ୍ୟା ମଧ୍ୟ ଖୁବ୍‌ । ସେଥିମଧ୍ୟରୁ ଝିଅମାନଙ୍କର ସଂଖ୍ୟା ଅଧିକ । ଫିଲ୍ମରେ ଅଲ୍ଲୁ ଅର୍ଜୁନ୍‌ଙ୍କ ଡାଇଲଗ , ଗୀତ ଓ ଡ୍ୟାନ୍ସ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଛି । ଏହାରି ମଧ୍ୟରେ ଅଲ୍ଲୁଙ୍କ ଫିଲ୍ମ ଅଲ୍ଲା ବୈକୁଣ୍ଠପୁରମଲୁର ହିନ୍ଦୀରେ ରିଲିଜ୍‌ କରିବାର ପ୍ରସ୍ତୁତି ହୋଇ ସାରିଛି । ଏହା ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବ ତାହା ଥିଏଟରରେ ନୁହେଁ । ବରଂ ଘରେ ବସି ଟିଭିରେ ଦେକି ପାରିବେ ।

ତେବେ ଗୋଲ୍ଡମାଇନ୍ସ ଟେଲିଫିଲ୍ମସ୍‌ ଏକ ଟ୍ବିଟ୍‌ ସେୟାର କରିଛି । ଯେଉଁଥିରେ ଲେକା ହୋଇଛି ଅଲ୍ଲା ବୈକୁଣ୍ଠପୁରମଲୋର ଅପଡେଟ୍‌ । ଏହା ଥିଏଟରରେ ରିଲିଜ୍‌ ହେବ ନି । ସମସ୍ତ ଦର୍ଶକଙ୍କର ଭଲ ପାଇବା ଓ ଧ୍ୟାନକୁ ଦୃଷ୍ଟିରେ ରଖି ଫିଲ୍ମକୁ ୬ ଫେବୃୟାରୀରେ ଢିଙ୍କଚକ୍‌ ଟିଭିରେ ରିଲିଜ୍‌ କରାଯିବ । ଏହାକୁ ଦେଖି ଫ୍ୟାନ୍ସମାନଙ୍କ ମଧ୍ୟ ଉତ୍ସାହ ବଢି ଯାଇଛି ।

ଅନ୍ୟପଟେ ଏହି ମେଗା ହିଟ୍‌ ଫିଲ୍ମର ହିନ୍ଦୀ ଭର୍ସନ ୨୬ ଜାନୁୟାରୀକୁ ରିଲିଜ୍‌ ହେବାର ଥିଲା । ହେଲେ କବର ଆସିଲା ଯେ ଏହି ପିଲ୍ମ ଏବେ ରିଲିଜ୍‌ କରାଯିବ ନାହିଁ । କିନ୍ତୁ ଏହି ପିଲ୍ମ ନେଟଫିଲ୍କସ୍ରେ ଷ୍ଟ୍ରିମିଙ୍ଗ୍‌ କରାଯାଇଛି । ଏହା ପ୍ରଥମ ଥର ପାଇଁ ଟେଲିଭିଜନରେ ପ୍ରିମିୟର ହେବାକୁ ଯାଉଛି ।

Spread the love