ଆପଣଙ୍କୁ କ୍ରୋଧ ଆସିଲେ କଣ କରିବେ ?

ବନ୍ଧୁଗଣ, କ୍ରୋଧୀ ଲୋକ କ୍ରୋଧ ମୁଣ୍ଡରେ ଚଢିଲେ, ତା’ ମୁଣ୍ଡରେ ଯେତେବେଳେ କ୍ରୋଧ ଚଢିବ ସେ କ’ଣ ବୋଲି କ’ଣ କରିବ ତାହାର କିଛି ଠିକଣା ନାହିଁ । କ୍ରୋଧ ଯେତେବେଳେ ଆସୁଛି ସେତେବେଳେ ଆପଣ ଗୋଟିଏ କାମ କରନ୍ତୁ ଆପଣ ମାନେ ସେତେବେଳେ ପେଟେ ପାଣି ସେବନ କରି ନିଅନ୍ତୁ । ଯଦି ଆପଣ ପାଣି ନ ସେବନ କରନ୍ତି ତେବେ ଆପଣ ଦର୍ପଣ ରେ ମୁହଁ ଦେଖି ନିଅନ୍ତୁ । ଦର୍ପଣ ରେ ମୁହଁ ନ ଦେଖନ୍ତୁ ହାତକୁ ଘଷି ତାହାକୁ ମୁହଁ ଏବଂ ଆଖିରେ ତାକୁ ଲଗାଇଦେବେ, ଆପଣଙ୍କର କ୍ରୋଧ କମିଯିବ ।କ୍ରୋଧକୁ କୁ କରି ଧରିଲେ କ୍ରୋଧ କମିଯିବ । କ୍ରୋଧ କେଲେବେଳେ ଆସେ ମଣିଷ ମଧ୍ୟରେ ଯେତେବେଳେ ଇଛା ପୂରଣ ନ ହେବ ସେତେବେଳେ କ୍ରୋଧ ଆସିବ । ଏଣୁ ଆପଣ ଇଛା କୁ ସଠିକ ରଖନ୍ତୁ । ଇଛା ଅଥବା କାମନା କୁ ସଠିକ ରଖନ୍ତୁ । କ୍ରୋଧ ଏହିଭଳି ଅଶାନ୍ତି ଆଣିବ । ଯେତେବେଳେ କ୍ରୋଧ ଆସିବା ଶରୀର ଭିତରେ ତନ୍ତ୍ରୀ ଗୁଡାକ ଥରିବ । ଆୟୁ ଦୁର୍ବଳ ହୋଇଯିବ, ବ୍ଲଡ଼ ପ୍ରେସର ଜୋର ସେ ବଢିଯିବ, ଏବଂ ମନୁଷ୍ୟ ର ପରମାୟୁ କମିଯିବ ।

Spread the love