ମଣିପୁରରେ ଯାଜପୁର ଯୁବକଙ୍କୁ ଗୁଳି

ଯାଜପୁର ଜିଲ୍ଲା ଏୈରହାଟ ମଲ୍ଲିକାପୁରର ଜଣେ ଯୁବକଙ୍କୁ ମଣିପୁରରେ ଗୁଳିମାଡ ହୋଇଛି । ଗତକାଲି  ସଂନ୍ଧ୍ୟାରେ  ଜଗବନ୍ଧୁ ମଲ୍ଲିକ (ପିତା ରାମେଶ୍ୱର ମଲ୍ଲିକ) ମାର୍କେଟିଂକରି ଫେରୁଥିବା ସମୟରେ କେହି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା ।  ଗୁରୁତର ଅବସ୍ଥାରେ ଜଗବନ୍ଧୁଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ 8ବର୍ଷଧରି ସେ ମଣିପୁରରେ  ପ୍ଲମ୍ବର କାମ କରିଆସୁଥିଲେ । ତାଙ୍କର କାହା ସହ ଶତ୍ରୁତା ନଥିବା ପରିବାର ଲୋକେ କହିଥିବା ବେଳେ ଗୁଳିକାଣ୍ଡର କାରଣ ଜଣାପଡିନାହିଁ ।  ପ୍ରକାଶ ଥାଉକି, ପ୍ରତିଦିନ ପରି ସେ କାମସାରି  ନିକଟସ୍ଥ

Spread the love