ହାତର ଆଙ୍ଗୁଠି ଦେଖି ଜାଣନ୍ତୁ କିଏ ଭାଗ୍ୟଶାଳୀ ଓ କିଏ ଧନବାନ, ଆଉ କଣ କହୁଛି ଆପଣଙ୍କ ଆଙ୍ଗୁଠି ?

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମଝି ଓ ବିଶି ଆଙ୍ଗୁଠି ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ । ଯଦି ଆପଣଙ୍କର ଗୁଡ଼ ପର୍ବତର ଆଙ୍ଗୁଠି ବା ମାଝି ଆଙ୍ଗୁଠି ବଡ ହୋଇଥାଏ ତେବେ ସେଭଳି ବ୍ୟକ୍ତି ଜ୍ଞାନୀ ହୋଇଥାନ୍ତି । ଯଦି ଏବଳି ବ୍ୟକ୍ତିଙ୍କୁ କୌଣସି ବିଷୟରେ କହିବାକୁ କୁହାଯାଏ ସେ ତୁରନ୍ତ ଜବାବ ଦେଇଥାନ୍ତି । କିନ୍ତୁ ଏଭଳି ବ୍ୟକ୍ତିଙ୍କର ଜ୍ଞାନର ଅଭିମାନ ରହିଥିଲେ ମଧ୍ୟ ସଫଳତା ମିଳେ ନାହି । ଏମାନଙ୍କୁ ଭୌତିକ ଫାଇଦା ମିଳେ ନାହି । ଏମାନଙ୍କ ଜୀବନ ଦରିଦ୍ରତାରେ ବୀଟିଥାଏ । ଏମାନେ ସ୍ବଭାବରେ ଦୟାଳୁ ହୋଇଥିଲେ ମଧ୍ୟ ଦୁନିଆରୁ କୌଣସି ଫାଇଦା ପାଇ ପାରନ୍ତି ନାହି ।ଏମାନଙ୍କର ବିବାହ ବିଳମ୍ବରେ ହେବା ସହ ବିବାହ ପରେ ବୈବାହିକ ଜୀବନ ଦୁଖ କଷ୍ଟରେ କଟିଥାଏ । ଏମାନଙ୍କର ଭାଗ୍ୟ ଉଦୟ ୩୬ ବର୍ଷ ପରେ ହୋଇଥାଏ । ଏମାନଙ୍କର ସାହିତ୍ୟିକ ବିଷୟ ଉପରେ ଅଧିକ ଜ୍ଞାନ ହେବା ସହ ଗର୍ବ ରହିଥାଏ । ଏମାନଙ୍କ ପାଖରେ ଜ୍ଞାନ ଥାଇ ମଧ୍ୟ ମାନ ସମାନ ପ୍ରାପ୍ତ କରିବା ପାଇଁ ସଂଘର୍ଷ କରିଥାନ୍ତି । ମିତ୍ରଙ୍କ ସହ ଏମାନଙ୍କର ସମ୍ଭଧ ଭଲ ହେବା ସହ ସେମାନଙ୍କର ସହଯୋଗ ପାଇଥାନ୍ତି । ଏମାନେ ସର୍ବଦା ସାହାଜ୍ଯ କରିବା ଭଳି ବ୍ୟକ୍ତି ହେବ ସହ ନିଜ କଥା ଉପରେ ଅଟଳ ରହିବା ସହ ସତ୍ୟ କଥା ଉପରେ ଅଟଳ ରହିଥାନ୍ତି । ଯେ କୌଣସି ବଡ ଘଟଣା ଘଟିଥିଲେ ମଧ୍ୟ ଏମାନେ ସାହାଜ୍ଯକାରୀ ବ୍ୟକ୍ତି ହୋଇଥାନ୍ତି ।

ଯେଉଁ ମାନଙ୍କର ବିଶି ଆଙ୍ଗୁଠି ବଡ ହୋଇଥାଏ ସେମାନଙ୍କର ଜ୍ଞାନ ଅଧିକ ରହିଥାଏ । କିନ୍ତୁ ଏମାନେ ନିଜ କାମ କରାଇବାରେ ମାହିର ହୋଇଥାନ୍ତି । ଏମାନଙ୍କ ପାଖରେ ଜ୍ଞାନ ନ ଥିଲେ ମଧ୍ୟ ନିଜ କାମ କରିବାର କୌଶଳ ଏମାନଙ୍କୁ ବେଶ ଭଲ ଭାବେ ଜଣା ହୋଇଥାଏ । ଏହି କାରଣରୁ ଏମାନେ ନିଜ କାମରେ ପ୍ରଗତି କରିଥାନ୍ତି । ଏମାନେ ବର୍ତ୍ତମାନକୁ ଭଲ କରିବାରେ ବିଶ୍ଵାସ ରଖିଥାନ୍ତି ଯାହା କାରଣରୁ ଏମାନଙ୍କର ଭବିଷ୍ୟତ ଭଲ ହୋଇଥାଏ । ଏମାନେ ସନ୍ତୁଳିତ ହେବା ସହ ବହୁତ ରାଗି ହୋଇଥାନ୍ତି । ଏମାନେ ସମୟ ଅନୁସାରେ ଚାଲିବା ସହ ଲୋକଙ୍କୁ ଚିହ୍ନିବାର କଳା ଏମାନଙ୍କୁ ବେଶ ଭଲ ଭାବେ ଜଣ ହୋଇଥାଏ । ଏମାନଙ୍କ ପାଇଁ କାମ ସବୁଠାରୁ ଗୁରତ୍ଵପୂର୍ଣ୍ଣ ହୋଇଥାଏ । ଏମାନେ ସୁଖୀ ଜୀବନ ବ୍ଯତୀତ କରିଥାନ୍ତି କାରଣ ଏମାନଙ୍କର ଭାଗ୍ୟ ୨୨ ବର୍ଷରେ ଉଦୟ ହୋଇଥାଏ । ଏମାନେ ପ୍ରେମ ବିବାହ କରିବା ସହ ଦାଂପତ୍ଯ ଜୀବନ ସୁଖମୟ ରହିଥାଏ । ଏମାନେ ବହୁତ ଜିଦି ସ୍ବଭାବର ବ୍ୟକ୍ତି ହୋଇଥାନ୍ତି । ଏମାନଙ୍କ ଠାରେ କିଛି ନା କିଛି ଭଲ କଳା ରହିଥାଏ ଯାହା ସେମାନଙ୍କର ପ୍ରିୟ ହୋଇଥାଏ । ଏହି କଳା ଥିବା କାରଣରୁ ଏମାନେ ଜୀବନରେ ବହୁତ ଆଗକୁ ଯାଇଥାନ୍ତି । ଏମାନାଙ୍କ ପାଖରେ କଥା କହିବାର ବହୁତ ଭଲ କଳା ରହିଥାଏ । ଏମାନେ ଅନ୍ୟ ସହ କିଛି ସମୟ କଥା ହେବା କ୍ଷଣି ହୃଦୟ ଜିତିଥାନ୍ତି । ଏମାନେ ନିଜ ଶତ୍ରୁଙ୍କର କ୍ଷତି ଏମିତି କରିଥାନ୍ତି ଯାହା କେହି ଜାଣନ୍ତି ନାହି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Spread the love