16ରେ ନୁହେଁ 15ରେ ଆସିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଗସ୍ତ କାର୍ଯ୍ୟକ୍ରମ ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଅଗାମୀ ଜାନୁଆରି 16 ତାରିଖ ପରିବର୍ତ୍ତେ 15 ତାରିଖରେ ବଲାଙ୍ଗୀର ଆସିବେ । ଏହି ସମୟରେ ମୋଦି ମେଗା ରାଲି ସ୍ୱଭିମାନ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାରିପଦା ଗସ୍ତର ମାତ୍ର ଗୋଟିଏ ସପ୍ତାହ ବ୍ୟବଧାନରେ ମୋଦି ଓଡ଼ିଶା ଆସିବା ଘଟଣାକୁ ରାଜନୈତିକ ମହଲରେ ବିଶେଷ ଗୁରୁତ୍ୱ ଦିଆଯାଉଛି । 2018 ଡିସେମ୍ବର 24 ତାରିଖରେ ମୋଦି ଖୋର୍ଦ୍ଧା ଅରୁଗୁଳ ଆସିବା ପରେ ମୋଦି ଜାନୁଆରି ୫ ତାରିଖରେ ବାରିପଦା ଆସିଥିଲେ । ଏଥିରୁ 2019 ନିର୍ବାଚନ ପାଇଁ ବିଜେପି ଫୋକସରେ ଆଗକୁ ଓଡ଼ିଶା ଥିବା ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି ।

Spread the love