ଚଳଚିତ୍ର ମାଧ୍ୟମରେ ସାଇବର ସଚେତନ କରିବ କ୍ରାଇମବ୍ରାଞ୍ଚ

ସାଇବର ସଚେତନତା ନେଇ କ୍ଷୁଦ୍ର ଚଳଚ୍ଚିତ୍ର । ଚଳଚିତ୍ର ମାଧ୍ୟମରେ ସଚେତନ କରିବ କ୍ରାଇମବ୍ରାଞ୍ଚ । ଅଭିଯାନରେ କ୍ରାଇମବ୍ରାଞ୍ଚ ସହ ଯୋଡି ହୋଇଛନ୍ତି ଷ୍ଟାର କପଲ୍‌ ସବ୍ୟସାଚୀ ଓ ଅର୍ଚିତା । ଚଳଚିତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇବା ମୁଖ୍ୟ ଉଦ୍ଦେଶ୍ୟ । ଦିନକୁ ଦିନ କ୍ରାଇମ ବଢିଚାଲିଛି । ନୂଆ ନୂଆ ଉପାୟରେ ଠକେଇ ହେଉଛି ।କେବଳ ଜନସଚେତନତା ହିଁ ସାଇବର କ୍ରାଇମକୁ ରୋକିପାରିବ । ଗୋଟିଏ ପଟେ ତଦନ୍ତ ଚାଲିବ ଅନ୍ୟପଟେ ସଚେତନ ମଧ୍ୟ କରିବ କ୍ରାଇମବ୍ରାଞ୍ଚ

Spread the love