୫୫ରେ ପାଦ ଦେଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ

ଭୁବନେଶ୍ୱର ୨୦।୦୫: ୫୫ ବର୍ଷରେ ପାଦ ଦେଲେ ଭୁବନେଶ୍ୱର ମେୟର । ବିଏମସି ଅଫିସରେ ଜନ୍ମଦିନ ପାଳନ କଲେ ମେୟର ସୁଲୋଚନା ଦାସ । ଏହି ଅବସରରେ ସମସ୍ତ କର୍ପୋରେଟର ଉପସ୍ଥିତ ରହି କେକ୍ କାଟି ସେଲିବ୍ରେଶନ କରିଥିଲେ ।

ତେବେ ଆଜିର ଦିନରେ କର୍ପୋରେଟର ମାନେ ନିଜ ମୁଖିଆଙ୍କୁ ପୁଷ୍ପଗୁଚ୍ଛ ଦେବା ସହ ଶାଢ଼ୀ ଉପହାର ଦେଇଥିଲେ । ଭୁବନେଶ୍ୱରବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ମେୟର । ଅନ୍ୟପଟେ ବିଏମସିର ସମସ୍ତ ଅଫିସର୍, କର୍ମଚାରୀ ମାନେ ମେୟରଙ୍କୁ  ମଧ୍ୟ ଶୁଭେଛା ଜଣାଇଛନ୍ତି ।

Spread the love