ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଦାଖଲ

ଭୁବନେଶ୍ୱର: ରାଜ୍ୟସଭା ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ହେବ । ବିଜେଡିର ୪ ପ୍ରାର୍ଥୀ ସୁଲତା ଦେଓ, ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଓ ନିରଞ୍ଜନ ବିଶି ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିବେ । ପୂର୍ବାହ୍ନ ୧୧ଟାରେ ସଚିବାଳୟ ପରିସରରେ ନାମାଙ୍କନ ଭରିବା ନେଇ ସୂଚନା ଦିଆଯାଇଛି । ବରିଷ୍ଠ ବିଧାୟକଙ୍କ ଉପସ୍ଥିତିରେ ବିଜେଡିର ୪ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବା ​‌ନେଇ ଜଣାପଡ଼ିଛି ।

Spread the love